ପୃଥିବୀ ଭଳି ଗ୍ରହ ଠାବ କଲା ନାସାର ଟେଲିସ୍କୋପ

ୟୁଏସଏ: ପୃଥିବୀ ଭଳି ଆଉ ଏକ ଗ୍ରହ ଠାବ ହୋଇଛି । ସୌର ଜଗତ ବାହାରେ ଥିବା ଏହି ଗ୍ରହକୁ ଠାବ କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସାର କେପଲର୍ ସ୍ପେସ୍ ଟେଲିସ୍କୋପ । ଗତକାଲି ନାସାର ବିଜ୍ଞାନିକମାନେ ଏକ ସାମ୍ୱାଦିକ ସମ୍ମିଳନରୀ ଏହି ନୂତନ ଗ୍ରହ ସମ୍ପର୍କରେ ସୂଚନା ଦେଇଛନ୍ତି। ନୂତନ ଗ୍ରହର ନାମ ରଖାଯାଇଛି କେପଲର୍ ୪୫୨-ବି। ଏହାକୁ ଆର୍ଥ ଟୁ ପଏଣ୍ଟ ଜିରୋ ବୋଲି ମଧ୍ୟ ନାମ କରଣ କରାଯାଇଛି। ଆକାରରେ ପୃଥିବୀ […]

nasa

nasa

Rakesh Mallick
  • Published: Friday, 24 July 2015
  • Updated: 04 May 2017, 03:45 PM IST

Sports

Latest News

ୟୁଏସଏ: ପୃଥିବୀ ଭଳି ଆଉ ଏକ ଗ୍ରହ ଠାବ ହୋଇଛି । ସୌର ଜଗତ ବାହାରେ ଥିବା ଏହି ଗ୍ରହକୁ ଠାବ କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସାର କେପଲର୍ ସ୍ପେସ୍ ଟେଲିସ୍କୋପ । ଗତକାଲି ନାସାର ବିଜ୍ଞାନିକମାନେ ଏକ ସାମ୍ୱାଦିକ ସମ୍ମିଳନରୀ ଏହି ନୂତନ ଗ୍ରହ ସମ୍ପର୍କରେ ସୂଚନା ଦେଇଛନ୍ତି। ନୂତନ ଗ୍ରହର ନାମ ରଖାଯାଇଛି କେପଲର୍ ୪୫୨-ବି। ଏହାକୁ ଆର୍ଥ ଟୁ ପଏଣ୍ଟ ଜିରୋ ବୋଲି ମଧ୍ୟ ନାମ କରଣ କରାଯାଇଛି। ଆକାରରେ ପୃଥିବୀ ବ୍ୟାସାର୍ଦ୍ଧଠାରୁ ୬୦ ଗୁଣ ବଡ ହୋଇଥିବାରୁ ଏହାକୁ ସୁପର୍ ଆର୍ଥ ଆକାରର ଗ୍ରହ ବୋଲି ମଧ୍ୟ କୁହାଯାଉଛି। ପୃଥିବୀ ଯେତେ ଦୂରତାରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଛି ଠିକ୍ ସେଭଳି କେପଲର୍ ୪୫୨-ବି ଏହି ଦୂରତାରୁ ସୂର୍ଯ୍ୟ ଭଳି ଏକ ତାରାକୁ ପରିକ୍ରମା କରୁଛି। ଆଉ ଏହା ପରିକ୍ରମା କରିବାକୁ ୩୮୫ ଦିନ ନେଉଛି। ଏଥିଯୋଗୁଁ ପୃଥିବୀ ସୂର୍ଯ୍ୟଙ୍କଠାରୁ ପାଉଥିବା ତାପମାତ୍ରା ଭଳି ଏହି ଗ୍ରହ ସେତିକି ପରିମାଣର କିରଣ ପାଉଥିବା ବିଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। କେପଲର୍ ୪୫୨-ବି ପାହାଡିଆ ହେବା ସହ ସକ୍ରିୟ ଆଗ୍ନେୟଗିରି ଥିବା ଯୋଗୁଁ ଏଠାରେ ଏକଦା ଜୀବସତ୍ତା ଥିଲା ବୋଲି ଅନୁମାନ କରୁଛନ୍ତି ନାସାର ବୈଜ୍ଞାନିକମାନେ। ୨୦୦୯ରେ ନାସା ପକ୍ଷରୁ ମହାକାଶକୁ ପଠାଯାଇଥିବା କେପଲର୍ ସ୍ପେସ୍ ଟେଲିସ୍କୋପ ଏପର୍ଯ୍ୟନ୍ତ ଅନେକଗୁଡିଏ ଗ୍ରହ ଠାବ କରିସାରିଛି। ଗତ ଜାନୁୟାରୀରେ ଏହା ୮ଟି ନୂଆ ଗ୍ରହ ସମ୍ପର୍କରେ ସୂଚନା ଦେଇଥିଲା। ଏଥିରୁ ଦୁଇଟି ଗ୍ରହ ଥିଲା କେପଲର ୪୩୮-ବି ଓ କେପଲର୍ ୪୪୨-ବି । ତେବେ କେପଲର୍ ୪୫୨-ବିର ଆବିଷ୍କାର ଅନ୍ୟ ଗ୍ରହରେ ଜୀବଜଗତର ଅବସ୍ଥିତି ନେଇ ଚାଲିଥିବା ଗବେଷଣାକୁ ଏକ ନୂଆ ଦିଗ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story