ପ୍ରିୟଙ୍କା ଓ ରୋବର୍ଟ ଭଦ୍ରାଙ୍କୁ ଇଂଲଣ୍ଡରେ ଭେଟିଥିଲି: ଲଳିତ ମୋଦି

ନୂଆଦିଲ୍ଲୀ: ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ଲଳିତ ମୋଦି ଲଣ୍ଡନରେ ଗାନ୍ଧି ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ। ନିଜେ ମୋଦି ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲଣ୍ଡନରେ  ପ୍ରିୟଙ୍କା ଗାନ୍ଧି ଓ ରୋବର୍ଟ ଭଦ୍ରାଙ୍କ ସହ ୨୦୧୩-୨୦୧୪ରେ ଭିନ୍ନ ଭିନ୍ନ ସମୟରେ ସାକ୍ଷାତ କରିଥିବା ସେ କହିଛନ୍ତି। ଗାନ୍ଧି ପରିବାରର ସଦସ୍ୟଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଛି। ଦଳ […]

Lalit-Modi

Lalit-Modi

Rakesh Mallick
  • Published: Friday, 26 June 2015
  • Updated: 26 June 2015, 09:40 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ଲଳିତ ମୋଦି ଲଣ୍ଡନରେ ଗାନ୍ଧି ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ। ନିଜେ ମୋଦି ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲଣ୍ଡନରେ  ପ୍ରିୟଙ୍କା ଗାନ୍ଧି ଓ ରୋବର୍ଟ ଭଦ୍ରାଙ୍କ ସହ ୨୦୧୩-୨୦୧୪ରେ ଭିନ୍ନ ଭିନ୍ନ ସମୟରେ ସାକ୍ଷାତ କରିଥିବା ସେ କହିଛନ୍ତି। ଗାନ୍ଧି ପରିବାରର ସଦସ୍ୟଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିଥିଲେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ଗାନ୍ଧି ପରିବାର ସହ ଲଳିତ ମୋଦିଙ୍କ ସାକ୍ଷାତ ପାଇଁ ପୂର୍ବରୁ କୌଣସି ଯୋଜନା ହୋଇ ନ ଥିଲା। ରେସ୍ତରାଁରେ ହଠାତ୍ ତାଙ୍କ ସହ ସାକ୍ଷାତ ହୋଇଥିଲା।

ସୂଚନାଯୋଗ୍ୟ,  ମୋଦିଙ୍କୁ ସାହାଯ୍ୟ କରିଥିବା ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଡୁଆରେ ପଡ଼ିଛନ୍ତି। କଂଗ୍ରେସ ସେମାନଙ୍କର ଇସ୍ତଫା ଦାବି କରିଆସୁଛି।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ  ମୋଦି ପ୍ରତିଦିନ କିଛି ନୂଆ ତଥ୍ୟ ଖୁଲାସ କରିବାରେ ଲାଗିଛନ୍ତି। ଏହାପୂର୍ବରୁ ଲଳିତ ମୋଦି ରାଷ୍ଟ୍ରପତି ଭବନର ସେକ୍ରେଟେରୀଙ୍କ ନାମ ନେଇଥିଲେ। ସେହିପରି ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ନାମ ବି ନେଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story