କୋହିମା: ନାଗାଲ୍ୟାଣ୍ଡରେ ୬.୯ କେଜି ଓଜନର ବ୍ରାଉନ୍ସୁଗାର ଜବତ କରିବା ପରେ ଘରକୁ ନେଇଯାଇଥିବା ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଗିରଫ ହୋଇଛନ୍ତି। ରିଚାର୍ଡ ୟିମ୍ଟୋ ନାମକ ଏହି ଆଇପିଏସ୍ ଅଧିକାରୀ ସିଆଇଡିରେ ଆଜିପି ଭାବେ କାର୍ଯ୍ୟରତ ଥିଲେ ଏବଂ ବତ୍ତମାନ ତାଙ୍କୁ ନିଲମ୍ବନ କରାଯାଇଛି।
ଦୁଇ ଜଣ ଏକ କାର୍ରେ ବ୍ରାଉନ୍ସୁଗାର ଚାଲାଣ କରୁଥିବା ଖବର ପାଇବା ପରେ ହୋଇଥିବା ଚଢ଼ଉରେ ଏସବୁ ଜବତ ହୋଇଥିଲା। କିନ୍ତୁ ପରେ କିଛି ଅଧିକାରୀଙ୍କ ସଲାସୁତୁରାରେ ଏହି ବ୍ୟକ୍ତିମାନଙ୍କୁ ଛାଡ଼ିଦିଆଯାଇଥିଲା ଏବଂ ବ୍ରାଉନ୍ ସୁଗାର ଗାୟବ୍ ହୋଇଯାଇଥିଲା।
ପରେ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ ଆରମ୍ଭ କରି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବାରୁ, ରିଚାର୍ଡ ଏଭଳି ବ୍ରାଉନ୍ସୁଗାର ଜବତ କରି ଘରକୁ ନେଇଯାଇଥିବାର ଦୁଇ ମାସ ପରେ ଏହି ବିଷୟରେ ସୂଚନା ଦେଇଥିଲେ। ଏହା ପରେ ତାଙ୍କ ଘରୁ ଏହି ବ୍ରାଉନ୍ସୁଗାର ଜବତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନାତିକୁ ପାଇବାକୁ ସୁପ୍ରିମକୋର୍ଟରେ ଅତୁଲ ସୁଭାଷଙ୍କ ମାଆ
ଅତୁଲ ସୁଭାଷଙ୍କ ସାଢ଼େ ୪ ବର୍ଷର ପୁଅ ଏବେ କେଉଁଠାରେ ଅଛି କାହାକୁ ମଧ୍ୟ ଜଣାନାହିଁ। ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅତୁଲଙ୍କ ମାଆ।
National
ପ୍ରଥମେ ଗ୍ୟାସ ଲିକ ପରେ ହେଲା ପ୍ରଚଣ୍ଡ ବିସ୍ଫୋରଣ: ସାମ୍ନାକୁ ଆସିଲା ଭିଡିଓ, ୯ ମୃତ
ପ୍ରଥମେ କିଛି ସମୟ ଗ୍ୟାସ୍ ଲିକ୍ ହୋଇଥଲା। ଏହାପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ।
National
ପାର୍ସଲ ଖୋଲି ଚକିତ ହେଲେ ମହିଳା: ମିଳିଲା ମୃତଦେହ ଓ ୧.୩ କୋଟିର ଧମକପୂର୍ଣ୍ଣ ଚିଠି
ପାର୍ସଲ ଭିତରୁ ବାହାରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଏଥିସହ ମୃତଦେହ ପାଖରେ ରହିଛି ଗୋଟିଏ ଧମକପୂର୍ଣ୍ଣ ଚିଠି। ଏଥିରେ ୧.୩ କୋଟି ଟଙ୍କା ତୁରନ୍ତ ଦେବାକୁ ଧମକ ଦିଆଯାଇଛି।
National
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।
National
ଆହତ ସାଂସଦଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା; କହିଲେ- କ୍ଲବ ବାଉନ୍ସର ପରି ଧକ୍କା ମାରିଲେ ବିରୋଧୀ ଦଳ ନେତା
ଗତକାଲି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇଥିବା ଦୁଇ ସାଂସଦଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଆରଏମଏଲ ହସ୍ପିଟାଲରେ ପହଞ୍ଚି ବୈଜୟନ୍ତ ପଣ୍ଡା ଉଭୟଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।