ମସରତ ଆଲମ ବିରୁଦ୍ଧରେ ଲାଗିଲା ଜନସାଧାରଣ ସୁରକ୍ଷା ଆଇନ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ଏକ ରାଲି ବେଳେ ପାକିସ୍ତାନୀ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ବିରୁଦ୍ଧରେ ଜନସାଧାରଣ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ବଡ଼ଗାମର ଏକ କୋର୍ଟ ଆଲମର ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ କରିବାର ଗୋଟିଏ ଦିନ ପରେ ଜମ୍ମୁ ଓ କାଶ୍ମୀର ସରକାର ତା’ବିରୁଦ୍ଧରେ ଜନସାଧାରଣ ସୁରକ୍ଷା ଆଇନ […]

masaratalam

masaratalam

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 07:38 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ଏକ ରାଲି ବେଳେ ପାକିସ୍ତାନୀ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ବିରୁଦ୍ଧରେ ଜନସାଧାରଣ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ବଡ଼ଗାମର ଏକ କୋର୍ଟ ଆଲମର ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ କରିବାର ଗୋଟିଏ ଦିନ ପରେ ଜମ୍ମୁ ଓ କାଶ୍ମୀର ସରକାର ତା’ବିରୁଦ୍ଧରେ ଜନସାଧାରଣ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରିଛନ୍ତି। ଏହାର ଅର୍ଥ ଅତିକମରେ ଦୁଇ ବର୍ଷ ପାଇଁ ଜେଲରେ ରହିବ ଆଲମ। ପୂର୍ବରୁ ତା’ବିରୁଦ୍ଧରେ ୧୨୧-ଏ (ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା), ୧୨୪ (ଦେଶଦ୍ରୋହ), ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୧୪୭ (ହିଂସା) ଧାରାରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story