ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିକଟରେ କ୍ଷମା ଆବେଦନ କଲା ମେମନ

ମୁମ୍ବାଇ: ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣର ଦୋଷୀ ୟାକୁବ ମେମନ ଜୁଲାଇ ୩୦ ତାରିଖରେ ଫାଶୀ ପାଇବା ନିଶ୍ଚିତ ହୋଇଯାଇଛି। ତେବେ ଫାଶୀରୁ ବଞ୍ଚିବା ପାଇଁ ଶେଷ ରାସ୍ତାକୁ ଚେଷ୍ଟା କରିଛି ମେମନ। ଗତକାଲି ସୁପ୍ରିମକୋର୍ଟରେ ତା’ ର ଦ୍ୱିତୀୟ ରିଭ୍ୟୁ ପିଟିସନ୍ ଖାରଜ ହୋଇଯିବାର କେଇ ଘଣ୍ଟା ପରେ ସେ ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଜୁଲାଇ ୩୦ରେ ଫାଶୀରୁ ବଞ୍ଚିବା […]

memon

memon

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 04:04 AM IST

Sports

Latest News

ମୁମ୍ବାଇ: ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣର ଦୋଷୀ ୟାକୁବ ମେମନ ଜୁଲାଇ ୩୦ ତାରିଖରେ ଫାଶୀ ପାଇବା ନିଶ୍ଚିତ ହୋଇଯାଇଛି। ତେବେ ଫାଶୀରୁ ବଞ୍ଚିବା ପାଇଁ ଶେଷ ରାସ୍ତାକୁ ଚେଷ୍ଟା କରିଛି ମେମନ। ଗତକାଲି ସୁପ୍ରିମକୋର୍ଟରେ ତା’ ର ଦ୍ୱିତୀୟ ରିଭ୍ୟୁ ପିଟିସନ୍ ଖାରଜ ହୋଇଯିବାର କେଇ ଘଣ୍ଟା ପରେ ସେ ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଜୁଲାଇ ୩୦ରେ ଫାଶୀରୁ ବଞ୍ଚିବା ପାଇଁ ଏହା ହେଉଛି ତା’ନିକଟରେ ଶେଷ ସୁଯୋଗ।

ପୂର୍ବରୁ ରାଷ୍ଟ୍ରପତି ତା’ର କ୍ଷମାପ୍ରାର୍ଥନା ଆବେଦନ ଖାରଜ କରି ସାରିଛନ୍ତି। ସୁପ୍ରିମକୋର୍ଟ ବି ଗୋଟିଏ ଥର ତା’ର ରିଭ୍ୟୁ ପିଟିସନକୁ ଅଗ୍ରାହ୍ୟ କରି ସାରିଥିଲେ।

ପେଶାରେ ଜଣେ ଚାଟାର୍ଡଆଉଣ୍ଟାଣ୍ଟ୍ ମେମନ ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାରେ ଫାଶୀ ପାଇବାରେ ପ୍ରଥମ ଦୋଷୀ ହେବ। ପୁଣି ତାକୁ ତା’ ଜନ୍ମ ଦିନରେ ହିଁ ଫାଶୀ ଦିଆଯିବ। ୧୯୬୨ ଜୁଲାଇ ୩୦ ତାରିଖରେ ଜନ୍ମ ହୋଇଥିବା ମେମନକୁ ଆଉ ସାତ ଦିନ ପରେ ଜୁଲାଇ ୩୦ ତାରିଖରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫାଶୀ ଦିଆଯିବ। ମେମନକୁ ଏବେ ଏହି ଜେଲରେ ହିଁ ରଖାଯାଇଛି। ୩୦ ତାରିଖରେ ଫାଶୀ ସଂପର୍କରେ ତା’ ପରିବାର ଲୋକଙ୍କୁ ବି ଜଣାଇ ସାରିଛନ୍ତି ମହାରାଷ୍ଟ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story