ଲଲିତଙ୍କ ଖୁଲାସା: ବରୁଣ ଗାନ୍ଧି ସୋନିଆଙ୍କ ଜରିଆରେ ସବୁ ମାମଲାର ସମାଧାନ କରାଇ ଦେବାକୁ କହିଥିଲେ

ନୂଆଦିଲ୍ଲୀ: ଆଇପିଏଳର ପୂର୍ବତନ କମିଶନର ଲଲିତ ମୋଦିଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ସୁଷମା ସ୍ୱରାଜ, ବସୁନ୍ଧରା ରାଜେଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଫସିଛନ୍ତି ମୋଦି ବିବାଦରେ । ମଙ୍ଗଳବାର ରାତିରେ ମୋଦି ଟ୍ୱଇଟ କରି ସୋନିଆ ଗାନ୍ଧି ଓ ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ ନେଇ ଏକ ବଡ ଖୋଲାସା କରିଛନ୍ତି । ସେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ବରୁଣ ତାଙ୍କ ଲଣ୍ଡନ ସ୍ଥିତ ଘରକୁ […]

Lalit-Modi

Lalit-Modi

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 09:57 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଳର ପୂର୍ବତନ କମିଶନର ଲଲିତ ମୋଦିଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ସୁଷମା ସ୍ୱରାଜ, ବସୁନ୍ଧରା ରାଜେଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଫସିଛନ୍ତି ମୋଦି ବିବାଦରେ । ମଙ୍ଗଳବାର ରାତିରେ ମୋଦି ଟ୍ୱଇଟ କରି ସୋନିଆ ଗାନ୍ଧି ଓ ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ ନେଇ ଏକ ବଡ ଖୋଲାସା କରିଛନ୍ତି । ସେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ବରୁଣ ତାଙ୍କ ଲଣ୍ଡନ ସ୍ଥିତ ଘରକୁ ଆସି ସୋନିଆଙ୍କ ସହ ସବୁ ମାମଲାର ରଫଦଫା କରାଇ ଦେବାକୁ ଭରଷା ଦେଇଥିଲେ ।

ଲଲିତ ମୋଦିଙ୍କ କହିବା ଅନୁସାରେ ବରୁଣ ତାଙ୍କୁ ଇଟାଲୀରେ ରହୁଥିବା ସୋନିଆଙ୍କ ଭଉଣୀଙ୍କୁ ଦେଖା କରିବାକୁ କହିଥିଲେ । ମୋଦି ଟ୍ୱିଟ କରି ଦାବି କରିଛନ୍ତି ଯେ, ସୋନିଆଙ୍କ ଭଉଣୀ କାମ କରିଦେବାକୁ ୩୬୦ କୋଟି ଟଙ୍କା ମାଗିଥିଲେ । ଏପରି କି ବରୁଣଙ୍କ ସହ ହୋଇଥିବା ସବୁ ଆଲୋଚନାର ଭିଡିଓ ତାଙ୍କ ପାଖରେ ଥିବା ଲଲିତ ମୋଦି ଦାବି କରିଛନ୍ତି । ଏବେ ବରୁଣ ନିଜ ସାନ ମାଆଙ୍କ ସମ୍ପର୍କରେ କ’ଣ କହିଥିଲେ ନିଜ ପ୍ରକାଶ କରିବା ଦରକାର ବୋଲି ଲଲିତ ମୋଦି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story