୩୦ ତାରିଖ ଭୋର୍ ୪ଟାରେ ମେମନକୁ ଦିଆଯିବ ଫାଶୀ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣର ଦୋଷୀ ୟାକୁବ ମେମନକୁ ଜୁଲାଇ ୩୦ ତାରିଖ ଭୋର ୪ଟା ବେଳେ ଦିଆଯିବ ଫାଶୀ। ପୂର୍ବରୁ ତାକୁ ସକାଳ ୭ଟାରେ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା। ଗତକାଲି ସୁପ୍ରିମକୋର୍ଟ ମେମନ କ୍ୟୁରେଟିଭ୍ ପିଟିସନ୍ ଖାରଜ କରି ଦେବା ପରେ ତାକୁ ଫାଶୀ ଦିଆଯିବା ସ୍ପଷ୍ଟ ହୋଇଯାଇଥିଲା। ମେମନକୁ ଫାଶୀ ଦେବାକୁ ନାଗପୁର ସେଣ୍ଟ୍ରାଲ୍ ଜେଲରେ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ତାକୁ ଏବେ ସେହିଠାରେ ହିଁ ରଖାଯାଇଛି। ମିଳିଥିବା ସୂଚନା […]

memon1

memon1

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 07:19 AM IST

Sports

Latest News

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣର ଦୋଷୀ ୟାକୁବ ମେମନକୁ ଜୁଲାଇ ୩୦ ତାରିଖ ଭୋର ୪ଟା ବେଳେ ଦିଆଯିବ ଫାଶୀ। ପୂର୍ବରୁ ତାକୁ ସକାଳ ୭ଟାରେ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା। ଗତକାଲି ସୁପ୍ରିମକୋର୍ଟ ମେମନ କ୍ୟୁରେଟିଭ୍ ପିଟିସନ୍ ଖାରଜ କରି ଦେବା ପରେ ତାକୁ ଫାଶୀ ଦିଆଯିବା ସ୍ପଷ୍ଟ ହୋଇଯାଇଥିଲା।

memon1ମେମନକୁ ଫାଶୀ ଦେବାକୁ ନାଗପୁର ସେଣ୍ଟ୍ରାଲ୍ ଜେଲରେ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ତାକୁ ଏବେ ସେହିଠାରେ ହିଁ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୩୦ ଜୁଲାଇ ଭୋର୍ ୩ଟା ବେଳେ ଉଠା ଯିବ। ୧୦ ମିନିଟ ପରେ ତାକୁ ଗାଧୋଇବାକୁ ଦିଆଯିବ। ତା’ପରେ ଏସପି, ଡିଏସପି, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ମେଡିକାଲ୍ ଅଫିସର ଜେଲକୁ ଆସି ତାକୁ ଚିହ୍ନଟ କରିବେ। ତା’ସହିତ ତା’ ମାତୃଭାଷାରେ ୱାରେଣ୍ଟ ପଢ଼ି ଶୁଣାଇବେ।

ଏହା ପରେ ଜେଲ ପ୍ରଶାସନ ପକ୍ଷରୁ ୩ଟା ୨୦ ମିନିଟରେ ତାକୁ ଜଳଖିଆ ଖାଇବାକୁ ଦିଆଯିବ। ତା’ ଇଚ୍ଛା ମୁତାବକ ଖାଇବା ଦିଆଯିବ।

ମେମନକୁ ଫାଶୀ ଦେବା ପାଇଁ ୧୦ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଗଠନ କରାଯାଇଛି।

ଜୁଲାଇ ୩୦ରେ ତା’ର ଜନ୍ମ ଦିନ ହୋଇଥିବା ବେଳେ ସେହି ଦିନ ହିଁ ତାକୁ ଫାଶୀ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story