କାର୍ ବୋମା ବିସ୍ଫୋରଣରେ ୧୪ ମୃତ

ଡାମାସ୍‌କସ୍‌: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍‌ ସହରରେ ଗତକାଲି ଏକ କାର୍ ବୋମା ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସହରର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି। ଏହା […]

reuter

reuter

Jitendra Garnayak
  • Published: Monday, 03 June 2019
  • Updated: 03 June 2019, 09:57 AM IST

Sports

Latest News

ଡାମାସ୍‌କସ୍‌: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍‌ ସହରରେ ଗତକାଲି ଏକ କାର୍ ବୋମା ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ସହରର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା।
ବିସ୍ଫୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି। ଏହା ସହିତ ଆହୁରି ଅନେକ ଦୋକାନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।

ଏ ବିସ୍ଫୋରଣ ପଛରେ କାହାର ହାତ ଅଛି, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ସିରିଆର ଉତ୍ତରପୂର୍ବରେ ଅବସ୍ଥିତ ରାକ୍କା ସହରରେ ଶନିବାର ଦିନ ଏଭଳି ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story