ଲୁଟେରାକୁ ଧରିପକାଇଲେ ୧୫ ବର୍ଷର ଝିଅ, ସାବାସୀ ଦେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସଂସ୍କୃତିରେ ନାରୀ ଶକ୍ତି ସ୍ୱରୂପା ଭାବେ ପୂଜା ପାଆନ୍ତି। ଏବେ ଶକ୍ତି ଓ ସାହସର ପ୍ରକୃତ ରୂପ ଦେଖିବାକୁ ମିଳିଛି ପଞ୍ଜାବ ଜଳନ୍ଧର ସହରରେ। ମାରଣାସ୍ତ୍ର ସହିତ ଆସିଥିବା ୨ ଫୋନ୍‌ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସମର୍ଥ ହେଇଛନ୍ତି ଜଳନ୍ଧରର କୁସୁମ କୁମାରୀ। ଲୁଟେରା ଆକ୍ରମଣ କରିଥିଲେ ମଧ୍ୟ ହାରିନଥିଲେ କୁସୁମ। ବରଂ ଯାହା କରିଦେଖାଇଥିଲେ, ତାହା ଅନେକଙ୍କ କଳ୍ପନା ବାହାରେ। More power to such girls !Girl […]

15-year-old-jalandhar-teen-turned-hero

15-year-old-jalandhar-teen-turned-hero

Subrat Kumar Nayak
  • Published: Wednesday, 02 September 2020
  • Updated: 02 September 2020, 04:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସଂସ୍କୃତିରେ ନାରୀ ଶକ୍ତି ସ୍ୱରୂପା ଭାବେ ପୂଜା ପାଆନ୍ତି। ଏବେ ଶକ୍ତି ଓ ସାହସର ପ୍ରକୃତ ରୂପ ଦେଖିବାକୁ ମିଳିଛି ପଞ୍ଜାବ ଜଳନ୍ଧର ସହରରେ। ମାରଣାସ୍ତ୍ର ସହିତ ଆସିଥିବା ୨ ଫୋନ୍‌ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସମର୍ଥ ହେଇଛନ୍ତି ଜଳନ୍ଧରର କୁସୁମ କୁମାରୀ। ଲୁଟେରା ଆକ୍ରମଣ କରିଥିଲେ ମଧ୍ୟ ହାରିନଥିଲେ କୁସୁମ। ବରଂ ଯାହା କରିଦେଖାଇଥିଲେ, ତାହା ଅନେକଙ୍କ କଳ୍ପନା ବାହାରେ।

https://twitter.com/PK_IRS/status/1300802419178090497?s=20

ଜଳନ୍ଧର ଫତେପୁରୀ ମୋହଲ୍ଲା ବାସିନ୍ଦା କୁସୁମର ଏହି ସାହସର ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, କୁସୁମ ରାସ୍ତାରେ ଚାଲିକରି ଯାଉଥିବା ସମୟରେ ଏକ ବାଇକ୍‌ ତାଙ୍କ ପାଖରେ ଅଟକିଥିଲା। ପଛରେ ବସିଥିବା ବ୍ୟକ୍ତି ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ହାତକୁ ଟାଣିନେଇ ମୋବାଇଲ ଛଡ଼ାଉଥିଲା। ଏପରିକି ଥରେ ମାରଣାସ୍ତ୍ର ହାତରୁ ଖସିଯିବା ପରେ ପୁଣି ଗୋଟାଇ ମାରଣାସ୍ତ୍ରରେ ଡରାଉଥିଲା। ଏଥିରେ ଡରିନଯାଇ ଖସି ପଳାଇଯିବାକୁ ଥିବା ପଛ ଲୋକଟିକୁ ପୁଣି ଟାଣିଆଣିଥିଲେ କୁସୁମ। ଏହି ସମୟରେ ଅନ୍ୟମାନେ ଆସିଯିବାରୁ ବାଇକ୍ ଚାଳକ ଚମ୍ପଟ ମାରିଥିଲା। ତେବେ ପଛ ଲୋକଟିକୁ ସମସ୍ତେ ମାଡ଼ିବସିଥିଲେ। ବର୍ତ୍ତମାନ ପୁଲିସ୍‌ ବାଇକ ଚାଳକ ଜଣଙ୍କୁ ଖୋଜାଖୋଜି ଚଲାଇଛି।

କୁସୁମଙ୍କ ସାହସ ଦେଖି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲେଖିଛନ୍ତି, “ମୁଁ ଏତିକି ଜାଣିଛି ଡର ନଥିବାକୁ ସାହସ କୁହାଯାଏନି, ଡର ଉପରେ ବିଜୟ ହିଁ ସାହସ। ଭୟଭୀତ ନହେବା ନିର୍ଭୟ ନୁହେଁ, ବରଂ ଭୟକୁ ପରାସ୍ତ କରିବା ହିଁ ନିର୍ଭୟ।”
https://www.facebook.com/pcsodisha/videos/3232252633497222/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story