ବସ ଉପରେ ମାଡ଼ି ଗଲା ଟ୍ରେନ୍, ଚାଲିଗଲା ୧୯ ଜୀବନ

ଇସଲାମାବାଦ: ପାକିସ୍ତାନରେ ଶାହ ହୁସେନ୍ ଯାତ୍ରୀବାହୀ ଟ୍ରେନ୍ ଏବଂ ବସ୍ ମଧ୍ୟରେ ଧକ୍କା ହେବାରୁ ପ୍ରାୟ ୧୯ ଶୀଖ୍ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଫାରୁକାବାଦ (ପଞ୍ଜାବ) ରେ ହୋଇଛି। ଉଦ୍ଧାର ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ଅତି କମରେ ୮ ଜଣ ଆହତ ହୋଇଛନ୍ତି, ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶେଖୁପୁରା ସ୍ଥାନାନ୍ତର କରାଯାଇଛି। ମୃତକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୀଡିତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି।ସମସ୍ତ ବିଭାଗୀୟ […]

pak accident

pak accident

Subhransu Sekhar
  • Published: Friday, 03 July 2020
  • Updated: 03 July 2020, 05:19 PM IST

ଇସଲାମାବାଦ: ପାକିସ୍ତାନରେ ଶାହ ହୁସେନ୍ ଯାତ୍ରୀବାହୀ ଟ୍ରେନ୍ ଏବଂ ବସ୍ ମଧ୍ୟରେ ଧକ୍କା ହେବାରୁ ପ୍ରାୟ ୧୯ ଶୀଖ୍ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଫାରୁକାବାଦ (ପଞ୍ଜାବ) ରେ ହୋଇଛି। ଉଦ୍ଧାର ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ଅତି କମରେ ୮ ଜଣ ଆହତ ହୋଇଛନ୍ତି, ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶେଖୁପୁରା ସ୍ଥାନାନ୍ତର କରାଯାଇଛି।

ମୃତକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୀଡିତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି।ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଶେଖପୁରା ଜିଲ୍ଲାର ଶୀଖ ଭକ୍ତମାନେ ଧାର୍ମିକ ରୀତିନୀତି ପରେ ଗୁରୁଦ୍ୱାର ସଚ୍ଚା ସାଉଦାକୁ ଫେରୁଥିଲେ। ଅପରାହ୍ନ ୧ ଟା ୩୦ରେ ଫାଟକ ବିହୀନ ଲେବୁଲ କ୍ରସିଂ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ବିଭାଗୀୟ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ଡିପିଓଙ୍କ କହିବା ଅନୁଯାୟୀ ଡ୍ରାଇଭର କ୍ରସିଂରେ ଅପେକ୍ଷା କରିବା ପରିବର୍ତ୍ତେ ସର୍ଟକଟ୍ ନେବାକୁ ଚେଷ୍ଟା କରିଥିଲା, ଯାହାଫଳରେ ଦୁର୍ଘଟଣା ଘଟିଥିଲା। ତଦନ୍ତ ପରେ ହିଁ ତଥ୍ୟ ସ୍ପଷ୍ଟ ହେବ। ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଳମନ୍ତ୍ରୀ ଶେଖ ରସିଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story