ଜାପାନରେ ଦୁଇ ଭାରତୀୟ କରୋନାରେ ଆକ୍ରାନ୍ତ

ଟୋକିଓ: ଚୀନ ପରେ ଜାପାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି ଦୁଇ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଭାରତୀୟ ପରିବହନ ଜହାଜ ଡାଇମଣ୍ଡ ପ୍ରିନସେସର କ୍ରୁ ମେମ୍ୱର। ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ମିଳିଛି। ଏଯାବତ ଜାପାନରେ ୧୭୪ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଗତ ସପ୍ତାହରେ ଡାଇମଣ୍ଡ ପ୍ରିନସେସ ୩,୭୧୧ ଲୋକଙ୍କୁ ନେଇ ହଙ୍ଗକଙ୍ଗରୁ ଜାପାନ କୂଳରେ […]

corona infected

corona infected

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 10:14 PM IST

Sports

Latest News

ଟୋକିଓ: ଚୀନ ପରେ ଜାପାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି ଦୁଇ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଭାରତୀୟ ପରିବହନ ଜହାଜ ଡାଇମଣ୍ଡ ପ୍ରିନସେସର କ୍ରୁ ମେମ୍ୱର। ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ମିଳିଛି। ଏଯାବତ ଜାପାନରେ ୧୭୪ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

ଗତ ସପ୍ତାହରେ ଡାଇମଣ୍ଡ ପ୍ରିନସେସ ୩,୭୧୧ ଲୋକଙ୍କୁ ନେଇ ହଙ୍ଗକଙ୍ଗରୁ ଜାପାନ କୂଳରେ ପହଞ୍ଚିଛି। ମୋଟ ୧୩୮ ଜଣ ଭାରତୀୟ ଏହି ଜାହାଜରେ ରହିଛନ୍ତି। ହଙ୍ଗକଙ୍ଗରୁ ଏହି ଜାହାଜ ଆସିବା ବେଳେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଏହି ଜାହାଜରେ ଆସିଥିଲେ। ଏହାପରେ ଏହି ଜାହାଜକୁ ବନ୍ଦର ପାଖରେ ଏକ ଘରିକିଆ କରି ରଖାଯାଇଛି। କରୋନା ଭୟରେ କୌଣସି ବ୍ୟକ୍ତିଙ୍କୁ ଏହି ଜାହାଜରୁ ଓହ୍ଲାଇବାକୁ ଦିଆଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story