ମହାରାଷ୍ଟ୍ରରେ ୨୪୩୬, ଗୁଜରାଟରେ ୪୦୫ ଓ ତାମିଲନାଡୁରେ ୮୦୫ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ମାମଲା। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଦିନର ରେକର୍ଡ ଭାଙ୍ଗୁଛି। ଆଜି ସକାଳ ସୁଦ୍ଧାରେ ଦେଶରେ ୧,୩୮,୮୪୫ ଜଣ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ୪୦୨୧ ଜଣ ପ୍ରାଣ ହରାଇଛନ୍ତି। ତେବେ ଆଜି ଦେଶର ବିଭିନ୍ନ ରାଜ୍ୟରେ ନୂଆ ପଜିଟିଭ କେସ ରେକର୍ଡ କରାଯାଇଛି। ରାଜ୍ୟ ସରକାରମାନେ ଦେଇଥିବା ତଥ୍ୟ ଅନୁଯାୟୀ, କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଆଜି ୨୪୩୬ […]

cz

cz

Hemant Lenka
  • Published: Monday, 25 May 2020
  • Updated: 25 May 2020, 09:13 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ମାମଲା। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଦିନର ରେକର୍ଡ ଭାଙ୍ଗୁଛି। ଆଜି ସକାଳ ସୁଦ୍ଧାରେ ଦେଶରେ ୧,୩୮,୮୪୫ ଜଣ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ୪୦୨୧ ଜଣ ପ୍ରାଣ ହରାଇଛନ୍ତି। ତେବେ ଆଜି ଦେଶର ବିଭିନ୍ନ ରାଜ୍ୟରେ ନୂଆ ପଜିଟିଭ କେସ ରେକର୍ଡ କରାଯାଇଛି।

ରାଜ୍ୟ ସରକାରମାନେ ଦେଇଥିବା ତଥ୍ୟ ଅନୁଯାୟୀ, କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଆଜି ୨୪୩୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୬୭ରେ ପହଞ୍ଚି ଯାଇଛି।

ସେହିପରି ଗତ ୨୪ ଘଣ୍ଟାରେ କରୋନା ଆଉ ୬୦ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୯୫ ଛୁଇଁଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଗତ ୨୪ ଘଣ୍ଟାରେ ୧୪୩୦ ମାମଲା ସାମ୍ନାକୁ ଆସିଥିବା ବେଳେ ୩୮ ଜଣଙ୍କ ଜୀବନ ଯାଇଛି।

ମୁମ୍ବାଇରେ ଏଯାଏ ୩୧,୯୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୨୬ ଜଣ ପ୍ରାଣ ହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୫,୭୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ଗୁଜରାଟରେ ଗତ ୨୪ ଘଣ୍ଟାରେ ୪୦୫ ଜଣ କରୋନାରେ ଆକ୍ରାନ୍ତରେ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୪୬୮ରେ ପହଞ୍ଚି ଯାଇଛି। ସେହିପରି ୩୦ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୮୮ ଛୁଇଁଛି।୨୪ ଘଣ୍ଟାରେ ୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ୮୦୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୦୮୨ରେ ପହଞ୍ଚି ଯାଇଛି। ଆଜି ୪୦୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୭୩୧ ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story