ଶପଥ ନେଲେ ଜଗନ ରେଡ୍ଡୀଙ୍କ ୨୫ ଜଣିଆ ମନ୍ତ୍ରିମଣ୍ଡଳ

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଓ ତାଙ୍କ ସରକାରର ୨୫ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି। ଭେଲାଗପୁଡ଼ି ସ୍ଥିତ ସଚିବାଳୟରେ ରାଜ୍ୟପାଳ ଇଏଲ ନରସିଂହନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ମନ୍ତ୍ରିମଣ୍ଡଳରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସଂପ୍ରଦାୟରୁ ଜଣେ ଲେଖାଏ ବିଧାୟକଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଜଗନ ଗତକାଲି ନିଯୁକ୍ତ କରିଥିଲେ। କୌଣସି […]

25 andhra pradesh ministers including five deputy cms take oath

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 04:55 PM IST

Sports

Latest News

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଓ ତାଙ୍କ ସରକାରର ୨୫ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି। ଭେଲାଗପୁଡ଼ି ସ୍ଥିତ ସଚିବାଳୟରେ ରାଜ୍ୟପାଳ ଇଏଲ ନରସିଂହନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ମନ୍ତ୍ରିମଣ୍ଡଳରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସଂପ୍ରଦାୟରୁ ଜଣେ ଲେଖାଏ ବିଧାୟକଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଜଗନ ଗତକାଲି ନିଯୁକ୍ତ କରିଥିଲେ।

କୌଣସି ରାଜ୍ୟରେ ପାଞ୍ଚ ଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଭାରତ ରାଜନୀତିରେ ପ୍ରଥମ ଘଟଣା। ଏଥିସହ ଶପଥ ନେବାର ଅଢ଼େଇ ବର୍ଷ ପରେ ପୁଣିଥରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରାଯିବ ବୋଲି ଜଗନ ରେଡ୍ଡୀ କହିଛନ୍ତି। ମନ୍ତ୍ରିମଣ୍ଡଳରେ ସାମିଲ ହୋଇନଥିବା ବିଧାୟକମାନେ ଅଢ଼େଇ ବର୍ଷ ପରେ ସରକାରରେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ସେ କହିଛନ୍ତି।

ଆଜି ମନ୍ତ୍ରୀମାନେ ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଆଜି ସକାଳେ ନିଜ କାର୍ଯ୍ୟାଳୟକୁ ଆସି ୮ଟା ୫୦ ମିନିଟ ସମୟରେ ପ୍ରଥମ ଫାଇଲରେ ଦସ୍ତଖତ କରିଥିଲେ। ମେ ୩୦ରେ ଜଗନ ରେଡ୍ଡୀ ବିଜୟଓ୍ୱାଡ଼ା ସ୍ଥିତ ଆଇଜିଏମସି ଷ୍ଟାଡିୟମରେ ଶପଥ ଗ୍ରହଣ କରିଥିଲେ। ୪୬ ବର୍ଷରେ ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରାଜ୍ୟରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୧୭୫ ଆସନରୁ ଜଗନଙ୍କ ଦଳ ଓ୍ୱାଇଏସଆର କଂଗ୍ରେସ ୧୫୧ ଆସନରେ ବିଜୟୀ ହୋଇଥିବା ବେଳେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷେ ପବନ କଲ୍ୟାଣଙ୍କ 'ଜନ ସେନା' ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ସେହିପରି ୨୫ ଲୋକସଭା ଆସନରୁ ଜଗନଙ୍କ ଦଳ ୨୨ଟିରେ ବିଜୟୀ ହୋଇଥିବା ବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ମାତ୍ର ୩ଟି ଆସନ ପାଇଛି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟରେ ବାର୍ଦ୍ଧକ୍ୟ ପେନସନ ଓ ଛାତ୍ରବୃତ୍ତି ଆଦିର ପରିମାଣ ବଢାଇଛନ୍ତି ଜଗନ ରେଡ୍ଡୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story