ଜମ୍ମୁ ଓ କାଶ୍ମୀରରେ ବାଦଲ ଫଟା ବର୍ଷା, ୩ ମୃତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଡୋଡାର ଠାଠରୀ ଅଞ୍ଚଳରେ ବୁଧବାର ରାତି ପ୍ରାୟ ୨ଟା ବେଳେ ବାଦଲ ଫଟା ବର୍ଷା ହେବାରୁ ୩ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ସହ ୩ରୁ ୫ ଜଣ ଲୋକଙ୍କର କୌଣସି ପତ୍ତା ମିଳୁନି। ହଠାତ୍ ପ୍ରବଳ ବର୍ଷା ହେବା ଯୋଗୁଁ ଆସିଥିବା ବନ୍ୟାରେ ୭ରୁ ୯ଟି ଘରର ଲୋକେ ପାଣି ଘେରରେ ରହିଛନ୍ତି। କେତେକ ଦୋକାନ ଘର ପାଣିରେ ଭାସିଯାଇଛି। ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ […]

rain

rain

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 10:01 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଡୋଡାର ଠାଠରୀ ଅଞ୍ଚଳରେ ବୁଧବାର ରାତି ପ୍ରାୟ ୨ଟା ବେଳେ ବାଦଲ ଫଟା ବର୍ଷା ହେବାରୁ ୩ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ସହ ୩ରୁ ୫ ଜଣ ଲୋକଙ୍କର କୌଣସି ପତ୍ତା ମିଳୁନି।

ହଠାତ୍ ପ୍ରବଳ ବର୍ଷା ହେବା ଯୋଗୁଁ ଆସିଥିବା ବନ୍ୟାରେ ୭ରୁ ୯ଟି ଘରର ଲୋକେ ପାଣି ଘେରରେ ରହିଛନ୍ତି। କେତେକ ଦୋକାନ ଘର ପାଣିରେ ଭାସିଯାଇଛି। ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। କିଛି ଲୋକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁ ସହ ୪ ଜଣଙ୍କ ଲୋକଙ୍କୁ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story