ସଙ୍ଗରୋଧରେ ୩ ମହିଳା ଗର୍ଭବତୀ, ପ୍ରଶାସନର ନିଦ ହଜିଲା

ରାଞ୍ଚି: କ୍ୱାରେଣ୍ଟାଇନ ସେଣ୍ଟର ବା ସଙ୍ଗରୋଧରେ ରହିବା ବେଳେ ତିନି ମହିଳା ଗର୍ଭବତୀ ହୋଇଛନ୍ତି। ଗର୍ଭବତୀ ତିନି ମହିଳା ତବଲିଗି ଜମାତର ସଦସ୍ୟ ଏବଂ ତିନି ଜଣେ ବିଦେଶୀ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଏହି ଖବର ଆସିଛି। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ହଜି ଯାଇଛି। କ୍ୱାରେଣ୍ଟାଇନ ସେଣ୍ଟରରେ ଶାରୀରିକ ଦୂରତା ରକ୍ଷା ପାଇଁ ପଠାଯାଇଥିଲା। ହେଲେ ଏଠାରେ କିଭଳି ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ […]

pregnant_women

pregnant_women

Subhransu Sekhar
  • Published: Thursday, 23 July 2020
  • Updated: 23 July 2020, 05:08 PM IST

ରାଞ୍ଚି: କ୍ୱାରେଣ୍ଟାଇନ ସେଣ୍ଟର ବା ସଙ୍ଗରୋଧରେ ରହିବା ବେଳେ ତିନି ମହିଳା ଗର୍ଭବତୀ ହୋଇଛନ୍ତି। ଗର୍ଭବତୀ ତିନି ମହିଳା ତବଲିଗି ଜମାତର ସଦସ୍ୟ ଏବଂ ତିନି ଜଣେ ବିଦେଶୀ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଏହି ଖବର ଆସିଛି।

ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ହଜି ଯାଇଛି। କ୍ୱାରେଣ୍ଟାଇନ ସେଣ୍ଟରରେ ଶାରୀରିକ ଦୂରତା ରକ୍ଷା ପାଇଁ ପଠାଯାଇଥିଲା। ହେଲେ ଏଠାରେ କିଭଳି ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ ହୋଇନପାରିଲା ତାହା ଏବେ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଞ୍ଚି ଜିଲ୍ଲାପାଳ ଛବି ରଞ୍ଜନ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଅତିରିକ୍ତ ଜିଲ୍ଲାପାଳ ଏହି ମାମଲାର ତଦନ୍ତ କରିବେ। ଏହାବାଦ ଏହି କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ବ୍ୟକ୍ତି ମଧ୍ୟ ପଚରାଉଚରା କରାଯିବ।

ଏହି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟର ଜଣେ ଆଇନଜୀବୀ କହିଛନ୍ତି, ଯଦି କ୍ୱାରେଣ୍ଟାଇନ ସେଣ୍ଟରରେ ତିନି ମହିଳା ଗର୍ଭବତୀ ହୋଇଥିବେ ତା’ହେଲେ ସେମାନେ ମହାମାରୀ ନିୟମ-୨୦୨୦କୁ ଉଲ୍ଲଂଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ସୂଚନାଯୋଗ୍ୟ, ଲକଡାଉନ୍ ଏବଂ ଭିସା ନିୟମ ଉଲ୍ଲଂଘନ କରି ରାଜଧାନୀ ରାଞ୍ଚିରେ ୧୭ ଜଣ ବିଦେଶୀ ତବଲିଗି ଜମାତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜମାତି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଖେଲଗାଓଁର କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା।

୩୦ ମାର୍ଚ୍ଚରୁ କ୍ୱାରେଣ୍ଟାଇନ ସେଣ୍ଟରରେ ଏମାନେ ଥିଲେ। ଏହାପରେ ୨୦ ମେ’ରୁ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଯାଇଥିଲା। ହାଇକୋର୍ଟରୁ ଜାମିନ ପାଇବା ପରେ ମଙ୍ଗଳବାର ଦିନ ଏହି ତିନିଜଣ ମହିଳା ଗର୍ଭବତୀ ଥିବା ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story