ତିନି ଆତଙ୍କବାଦୀ ନିପାତ

ଶ୍ରୀନଗର: ତିନି ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ। ସୋମବାର ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରି ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। #UPDATE Three unidentified terrorists killed in the encounter at Khulchohar area of Anantnag. Their identities are being ascertained. Search operation is underway. More details awaited: Kashmir Zone Police. #JammuAndKashmir — ANI (@ANI) June 29, 2020 ଆତଙ୍କବାଦୀମାନେ ଦକ୍ଷିଣ […]

crpf 650

Subhransu Sekhar
  • Published: Monday, 29 June 2020
  • , Updated: 29 June 2020, 07:19 AM IST

ଶ୍ରୀନଗର: ତିନି ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ। ସୋମବାର ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରି ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

https://twitter.com/ANI/status/1277392205359886336

ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ଖୁଲଚୋରା ଅଞ୍ଚଳର ଲୁଚିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହାପରେ  ସୁରକ୍ଷାକର୍ମୀମାନଙ୍କୁ ଉପରକୁ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଚାଲିଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-47 ବନ୍ଧୁକ ଦୁଇଟି ପିସ୍ତଲ ଜବତ କରାଯାଇଥିବା ସ୍ଥଳ ସେନା ପକ୍ଷରୁ ସୂଚନା ମିଳିଛି।

ତେବେ ମୃତ ଆତଙ୍କବାଦୀଙ୍କର ଚିହ୍ନଟ ହୋଇନାହିଁ।

Related story