ବୋରୱେଲରେ ଖସି ପଡ଼ିଲା ୩ ବର୍ଷର ଶିଶୁ, ବଞ୍ଚାଇବାକୁ ପ୍ରୟାସ ଆରମ୍ଭ
ଭୋପାଲ: ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଞ୍ଚଳରେ ଗତକାଲି ସକାଳେ ଏକ ୩ ବର୍ଷର ଶିଶୁ ଏକ ବୋରୱେଲରେ ଖସି ପଡ଼ିଛି। ଶିଶୁଟି ଖସିପଡ଼ିବାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ତାକୁ ବଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ଚାଲିଛି ରେସକ୍ୟୁ ଅପରେସନ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ଅପରେସନରେ ସେନା ଓ SDRF ଟିମ୍ ନିୟୋଜିତ ହୋଇଛନ୍ତି । ଜେସିବି ମେସିନ ଲଗାଇ ବୋରୱେଲ ସଂଲଗ୍ନ ଅଞ୍ଚଳରେ ଗାତ ଖୋଳାଯାଉଛି […]
ଭୋପାଲ: ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଞ୍ଚଳରେ ଗତକାଲି ସକାଳେ ଏକ ୩ ବର୍ଷର ଶିଶୁ ଏକ ବୋରୱେଲରେ ଖସି ପଡ଼ିଛି। ଶିଶୁଟି ଖସିପଡ଼ିବାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ତାକୁ ବଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ଚାଲିଛି ରେସକ୍ୟୁ ଅପରେସନ।
ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ଅପରେସନରେ ସେନା ଓ SDRF ଟିମ୍ ନିୟୋଜିତ ହୋଇଛନ୍ତି । ଜେସିବି ମେସିନ ଲଗାଇ ବୋରୱେଲ ସଂଲଗ୍ନ ଅଞ୍ଚଳରେ ଗାତ ଖୋଳାଯାଉଛି ।