ଗୁଇନ୍ଦା ନଜରରେ ଆଲୋକ ବର୍ମା, ଗିରଫ ୪ ଜଣ ‘ଆଇବି’ ଅଧିକାରୀ

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦା ବିଭାଗ ରଖିଛି କଡ଼ା ନଜର। ଆଜି ସନ୍ଦେହଜନକଭାବେ ନୂଆଦିଲ୍ଲୀର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଆକବର ରୋଡସ୍ଥିତ ତାଙ୍କ ଘର ଚାରିପାଖେ ବୁଲୁଥିବା ୪ ଜଣଙ୍କୁ ଆଲାକଙ୍କ ପିଏସ୍‌ଓ କାବୁ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସକାଳ ୭.୪୫ରେ ଏଭଳି ଘଟଣା ଘଟିଥିଲା ଏବଂ ପିଏସ୍‌ଓମାନେ ସେମାନଙ୍କୁ ଶାର୍ଟ ଧରି ଟାଣିଆଣୁଥିବାର ଭିଡିଓରୁ ଜଣାପଡ଼ିଛି। ଏହି ୪ଜଣଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ନିଜକୁ […]

guinda-ib

guinda-ib

Subrat Kumar Nayak
  • Published: Thursday, 25 October 2018
  • Updated: 25 October 2018, 10:56 AM IST

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦା ବିଭାଗ ରଖିଛି କଡ଼ା ନଜର। ଆଜି ସନ୍ଦେହଜନକଭାବେ ନୂଆଦିଲ୍ଲୀର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଆକବର ରୋଡସ୍ଥିତ ତାଙ୍କ ଘର ଚାରିପାଖେ ବୁଲୁଥିବା ୪ ଜଣଙ୍କୁ ଆଲାକଙ୍କ ପିଏସ୍‌ଓ କାବୁ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସକାଳ ୭.୪୫ରେ ଏଭଳି ଘଟଣା ଘଟିଥିଲା ଏବଂ ପିଏସ୍‌ଓମାନେ ସେମାନଙ୍କୁ ଶାର୍ଟ ଧରି ଟାଣିଆଣୁଥିବାର ଭିଡିଓରୁ ଜଣାପଡ଼ିଛି।

ଏହି ୪ଜଣଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ନିଜକୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଅଧିକାରୀ ପରିଚୟ ଦେଇଛନ୍ତି ଏବଂ ସେମାନଙ୍କ ନାମ ପ୍ରଶାନ୍ତ କୁମାର, ଭିନୀତ କୁମାର ଗୁପ୍ତା, ଅଜୟ କୁମାର ଏବଂ ଧରଜ କୁମାର ସିଂହ ବୋଲି କହିଛନ୍ତି।
ଏହି ଅବସରରେ ସେମାନେ ପ୍ରମାଣ, ସିଜିଏଚ୍‌ ଏବଂ ଆଧାର ତଥ୍ୟ ଦେଇଛନ୍ତି। ସେମାନେ କନିଷ୍ଠ ସହାୟକ ପଦବୀରେ ଥିବା ସୂଚନା ମିଳିଛି।

ବର୍ତ୍ତମାନ ଏସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି। ପ୍ରଥମେ ପିଏସ୍‌ଓମାନେ ଯାଞ୍ଚ କରିବା ପରେ ସେମାନଙ୍କୁ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ହସ୍ତାନ୍ତର କରାଯାଇଛି। ପୁଲିସ୍‌ ଡିସିପି ମଧୁର ବର୍ମା ଦେଇଥିବା ସୂଚନା ଅନୁଯାୟୀ, ଏହି ୪ ଜଣଙ୍କୁ ସେ ଜାଣିନାହାନ୍ତି ଏବଂ ସୁରକ୍ଷା ବିଭାଗ ଏହି ମାମଲାର ଦାୟିତ୍ୱ ନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story