ନୂଆଦିଲ୍ଲୀ: ଛୁଟିରେ ଥିବା ସିବିଆଇ ମୁଖ୍ୟଙ୍କ ଦିଲ୍ଲୀସ୍ଥିତ ଘର ଚାରିପାଖରେ ସନ୍ଦେହଜନକଭାବେ ବୁଲୁଥିବାରୁ ଏବଂ ଗତିବିଧି ଉପରେ ନଜର ରଖୁଥିବା କାରଣରୁ ଆଜି ସକାଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଆଲୋକଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ କୌଶଳକ୍ରମେ ଧରି ଘର ଭିତରକୁ ନେଇଯାଇଥିବା ଜଣାଯାଇଛି। ବର୍ତ୍ତମାନ ସ୍ଥାନୀୟ ପୁଲିସ ଥାନାକୁ ଖବର ଦିଆଯିବା ସହିତ ସେମାନଙ୍କୁ ପଚରାଉଚରା ଜାରି ରହିଛି।
ଅନ୍ୟ ଏକ ସୂତ୍ରରୁ ସନ୍ଦେହ କରାଯାଉଛି ସେମାନେ ଗୁଇନ୍ଦା ଅଧିକାରୀ ଏବଂ ଶ୍ରୀ ବର୍ମାଙ୍କ ଉପରେ ସେମାନେ କଡ଼ା ନଜର ରଖୁଛନ୍ତି। ତାଙ୍କ ଅଧିନରେ ଥିବା ଅଧିକାରୀ ତଥା ଛୁଟିରେ ଥିବା ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସେ ତଦନ୍ତ ନିର୍ଦ୍ଦେଶ ଦେବାପରେ ଗତକାଲିଠାରୁ ତାଙ୍କୁ ଛୁଟି ପଠାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଯୁଗ୍ମ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। ଅସ୍ଥାନାଙ୍କୁ ମଧ୍ୟ ଛୁଟିରେ ପଠାଇ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନାତିକୁ ପାଇବାକୁ ସୁପ୍ରିମକୋର୍ଟରେ ଅତୁଲ ସୁଭାଷଙ୍କ ମାଆ
ଅତୁଲ ସୁଭାଷଙ୍କ ସାଢ଼େ ୪ ବର୍ଷର ପୁଅ ଏବେ କେଉଁଠାରେ ଅଛି କାହାକୁ ମଧ୍ୟ ଜଣାନାହିଁ। ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅତୁଲଙ୍କ ମାଆ।
National
ପ୍ରଥମେ ଗ୍ୟାସ ଲିକ ପରେ ହେଲା ପ୍ରଚଣ୍ଡ ବିସ୍ଫୋରଣ: ସାମ୍ନାକୁ ଆସିଲା ଭିଡିଓ, ୯ ମୃତ
ପ୍ରଥମେ କିଛି ସମୟ ଗ୍ୟାସ୍ ଲିକ୍ ହୋଇଥଲା। ଏହାପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ।
National
ପାର୍ସଲ ଖୋଲି ଚକିତ ହେଲେ ମହିଳା: ମିଳିଲା ମୃତଦେହ ଓ ୧.୩ କୋଟିର ଧମକପୂର୍ଣ୍ଣ ଚିଠି
ପାର୍ସଲ ଭିତରୁ ବାହାରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଏଥିସହ ମୃତଦେହ ପାଖରେ ରହିଛି ଗୋଟିଏ ଧମକପୂର୍ଣ୍ଣ ଚିଠି। ଏଥିରେ ୧.୩ କୋଟି ଟଙ୍କା ତୁରନ୍ତ ଦେବାକୁ ଧମକ ଦିଆଯାଇଛି।
National
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।
National
ଆହତ ସାଂସଦଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା; କହିଲେ- କ୍ଲବ ବାଉନ୍ସର ପରି ଧକ୍କା ମାରିଲେ ବିରୋଧୀ ଦଳ ନେତା
ଗତକାଲି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇଥିବା ଦୁଇ ସାଂସଦଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଆରଏମଏଲ ହସ୍ପିଟାଲରେ ପହଞ୍ଚି ବୈଜୟନ୍ତ ପଣ୍ଡା ଉଭୟଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।