ବେକାବୁ କୋରୋନା ଭାଇରସ: ୪୧ ମୃତ, ୧୦୦୦ରୁ ଅଧିକ ଆକ୍ରାନ୍ତ

ବେଜିଂ: ଆଜିଠୁ ଚୀନରେ ନୂଆବର୍ଷ ଆରମ୍ଭ ହୋଇଛି। ସାରା ଦେଶରେ ଉତ୍ସବର ମାହୋଲ ପରିବର୍ତ୍ତେ କୋରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ଭାଇରସରେ ରହିଥିବା ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ପାଇଁ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହି କୋରାନା ଭାଇରସ ପାଇଁ ଏଯାବତ୍ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ୧୦୦୦ରୁ ଅଧିକ ଲୋକ ଏହି ଘାତକ ଭାଇରାସର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଏହି ଭାଇରସ ଧୀରେ ଧୀରେ ବ୍ୟାପୁଥିବାରୁ […]

china corona virus

china corona virus

Subhransu Sekhar
  • Published: Saturday, 25 January 2020
  • Updated: 25 January 2020, 12:25 PM IST

Sports

Latest News

ବେଜିଂ: ଆଜିଠୁ ଚୀନରେ ନୂଆବର୍ଷ ଆରମ୍ଭ ହୋଇଛି। ସାରା ଦେଶରେ ଉତ୍ସବର ମାହୋଲ ପରିବର୍ତ୍ତେ କୋରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ଭାଇରସରେ ରହିଥିବା ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ପାଇଁ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହି କୋରାନା ଭାଇରସ ପାଇଁ ଏଯାବତ୍ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ୧୦୦୦ରୁ ଅଧିକ ଲୋକ ଏହି ଘାତକ ଭାଇରାସର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ଏହି ଭାଇରସ ଧୀରେ ଧୀରେ ବ୍ୟାପୁଥିବାରୁ ଉହାନ ସମେତ ୧୩ଟି ସହରକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ନୂଆବର୍ଷରେ ଲୋକମାନେ ଭ୍ରମଣ କରିଥାନ୍ତି। ଏହାକୁ ନଜରରେ ରଖି ଅନେକ ସ୍ଥାନରେ ପରିବହନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭ ଜଣ ରୋଗୀ ଗୁରୁତର ରହିଛନ୍ତି। ଚୀନର ସବୁଠୁ ଅଧିକ ଲୋକ ବସବାସ କରୁଥିବା ସହର ଉହାନରେ ଏହି ଭାଇରସ ଦ୍ୱାରା ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ବୋଲି ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି।

ନିକଟରେ ୧୧ ଜଣ ଭାରତୀୟ ଚୀନରୁ ଫେରିଛନ୍ତି। କୋରାନା ଭାଇରସକୁ ନଜରରେ ରଖି ଏବେ ସେମାନଙ୍କୁ ଅବଜରଭେସନରେ ରଖାଯାଇଛି। ୧୧ ଜଣଙ୍କ ମଧ୍ୟରୁ କେରଳର ୭, ମୁମ୍ୱାଇର ୨ ଜଣ ଏବଂ ବେଙ୍ଗାଲୁରୁ ଓ ହାଇଦ୍ରାବାଦରୁ ଜଣେ ଲେଖାଏଁ ରହିଛନ୍ତି।

ଏସିଆ, ଆମେରିକା ଏବଂ ୟୁରୋପ ଦେଶକୁ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି। ଆଜି ଅଷ୍ଟ୍ରେଲିଆ ସରକାର କହିଛନ୍ତି, ନିକଟରେ ଚୀନରୁ ୫୦ ବର୍ଷୀୟ ବୟସ୍କ ଜଣେ ବ୍ୟକ୍ତି ଚୀନରୁ ଆସିଥିଲେ। ଏବେ ସେ କୋରାନା ଭାଇରସର ଶିକାର ହୋଇଥିବା ଅଷ୍ଟେଲିଆ କହିଛି। ସେହିପରି ଫ୍ରାନ୍ସରେ ତିନି ଜଣ ରୋଗୀ ଏହି ଅଜଣା ଭାଇରସ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ରହିଛନ୍ତି। ହେଲେ ଭାଇରସ ବାବଦରେ ଫ୍ରାନ୍ସ ପକ୍ଷରୁ କିଛି କୁହାଯାଇନି। ଆମେରିକା ଚିକୋଗୋର ଜଣେ ୬୦ ବର୍ଷୀୟ ବୟସ୍କ ମହିଳା ଚୀନରୁ ନିକଟରେ ଫେରିଥିଲେ। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ ମଧ୍ୟ ଆମେରିକା ଆସିଥିବା ଜଣେ ଚୀନ ନାଗରିକ ହଠାତ୍ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆମେରିକା ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୦୨ରେ ଏହି କୋରାନା ଭାଇରସ ଦେଖିବାକୁ ମିଳିଥିଲା। ୨୫ଟି ଦେଶକୁ ଏହି ଭାଇରସ ସେତେବେଳେ ବ୍ୟାପୀଯାଇଥିଲା। ଏଥିରେ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story