କନଷ୍ଟେବଳ ପରୀକ୍ଷାରେ ହାଇଟେକ୍ କପି କରି ୪୨ ଗିରଫ

କୋଲକତା: ପଶ୍ଚିମବଙ୍ଗରେ ପୁଲିସ୍‌ କନଷ୍ଟେବଳ ପଦ ପାଇଁ ହୋଇଥିବା ପରୀକ୍ଷାରେ ଆଧୁନିକ ଉପକରଣ ମାଧ୍ୟମରେ କପି କରୁଥିବା ୪୨ ଜଣ ପରୀକ୍ଷାର୍ଥୀଙ୍କୁ ସିଆଇଡି ଗିରଫ କରିଛି। ଏଥିସହ ପୁଲିସ୍‌ କିଛି ପରୀକ୍ଷାର୍ଥୀଙ୍କ ନିକଟରୁ ଇମ୍ପ୍ରୋଭାଇଜଡ୍ ୱାୟରଲେସ୍‌ ଡିଭାଇସ୍‌ ଜବତ କରିଛି। ଏହି ଡିଭାଇସ୍‌ ସାହାଯ୍ୟରେ ସେମାନେ କପି କରୁଥିଲେ। ସିଆଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ କନଷ୍ଟେବଳ ପରୀକ୍ଷାରେ କପି ହେଉଥିବା ନେଇ ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିଥିଲା। ଗତ ରବିବାର ହୋଇଥିବା ପରୀକ୍ଷାରେ କିଛି ପରୀକ୍ଷାର୍ଥୀ […]

wb_police

wb_police

Rakesh Mallick
  • Published: Tuesday, 25 September 2018
  • Updated: 25 September 2018, 02:39 PM IST

Sports

Latest News

କୋଲକତା: ପଶ୍ଚିମବଙ୍ଗରେ ପୁଲିସ୍‌ କନଷ୍ଟେବଳ ପଦ ପାଇଁ ହୋଇଥିବା ପରୀକ୍ଷାରେ ଆଧୁନିକ ଉପକରଣ ମାଧ୍ୟମରେ କପି କରୁଥିବା ୪୨ ଜଣ ପରୀକ୍ଷାର୍ଥୀଙ୍କୁ ସିଆଇଡି ଗିରଫ କରିଛି। ଏଥିସହ ପୁଲିସ୍‌ କିଛି ପରୀକ୍ଷାର୍ଥୀଙ୍କ ନିକଟରୁ ଇମ୍ପ୍ରୋଭାଇଜଡ୍ ୱାୟରଲେସ୍‌ ଡିଭାଇସ୍‌ ଜବତ କରିଛି। ଏହି ଡିଭାଇସ୍‌ ସାହାଯ୍ୟରେ ସେମାନେ କପି କରୁଥିଲେ।

ସିଆଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ କନଷ୍ଟେବଳ ପରୀକ୍ଷାରେ କପି ହେଉଥିବା ନେଇ ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିଥିଲା। ଗତ ରବିବାର ହୋଇଥିବା ପରୀକ୍ଷାରେ କିଛି ପରୀକ୍ଷାର୍ଥୀ କପି କରିବା ପାଇଁ ଇମ୍ପ୍ରୋଭାଇଜଡ୍ ୱାୟରଲେସ୍‌ ଡିଭାଇସ୍‌ ବ୍ୟବହାର କରିଥିବା ସୂଚନା ପାଇବା ପରେ ପରୀକ୍ଷା କେନ୍ଦ୍ରରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପରୀକ୍ଷାର୍ଥୀଙ୍କ ନିକଟରୁ କ୍ରେଡିଟ୍‌ କାର୍ଡ ପରି ଆକାରର ଉପକରଣ ଓ ୱାୟରଲେସ୍‌ ହେଡ୍‌ଫୋନ୍‌ ଜବତ କରାଯାଇଛି।”

ଡିଆଇଜି ପରୱେଜ କହିଛନ୍ତି, “କିଛି ପରୀକ୍ଷାର୍ଥୀ ଡିଭାଇସ୍‌କୁ ଜୋତାରେ ଲୁଚାଇ ରଖିଥିଲେ। ଏହା ମୋବାଇଲ୍‌ ଫୋନ୍‌ରୁ ୱାୟରଲେସ୍‌ ଜରିଆରେ କନେକଟ୍ ହୋଇ ରହିଥିଲା। ସେମାନଙ୍କ ମୋବାଇଲ୍ ଫୋନ୍ ବାହାରୁ ସଞ୍ଚାଳିତ କରାଯାଉଥିଲା। ଆଉ ସେମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଉଥିଲା।”

ସେହିପରି ସିଆଇଡିର ଉପ ନିରୀକ୍ଷକ ନିଶାଦ ପରୱେଜ କହିଛନ୍ତି,“ଏହି ମାମଲାରେ ଏକ ଗ୍ୟାଙ୍ଗ୍‌ କାମ କରୁଥାଇ ପାରେ। ଏଥିରେ ସଂଶ୍ଳିଷ୍ଟ ଥିବା ଲୋକଙ୍କୁ ଗିରଫ କରିବାକୁ ସିଆଇଡି ଚେଷ୍ଟା କରୁଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story