୪ ଓଡ଼ିଆଙ୍କ ସମେତ ଶପଥ ନେଲେ ୪୫ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ୨୦ଟି ରାଜ୍ୟରେ ନବ ନିର୍ବାଚିତ ୬୧ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪୫ ଜଣ ବୁଧବାର ସଂସଦରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ ସିଂହ, କଂଗ୍ରେସର ମଲ୍ଲିକାର୍ଜୁନ ଖାଡଗେଙ୍କ ଭଳି ପ୍ରମୁଖ ନେତା ରହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରିଥିଲେ। ରାଜ୍ୟସଭାରେ ଶପଥ ଗ୍ରହଣ କରିଥିବା ବିଜେଡିର ୪ ସାଂସଦ ହେଲେ ମମତା ମହନ୍ତ, […]

bjd rs mp

bjd rs mp

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 06:20 PM IST

Sports

Latest News

ନୂଆଦିଲ୍ଲୀ: ୨୦ଟି ରାଜ୍ୟରେ ନବ ନିର୍ବାଚିତ ୬୧ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪୫ ଜଣ ବୁଧବାର ସଂସଦରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ ସିଂହ, କଂଗ୍ରେସର ମଲ୍ଲିକାର୍ଜୁନ ଖାଡଗେଙ୍କ ଭଳି ପ୍ରମୁଖ ନେତା ରହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରିଥିଲେ।

ରାଜ୍ୟସଭାରେ ଶପଥ ଗ୍ରହଣ କରିଥିବା ବିଜେଡିର ୪ ସାଂସଦ ହେଲେ ମମତା ମହନ୍ତ, ସୁବାସ ସିଂ, ମୁଜିବୁଲ୍ଲା ଖାନ ଏବଂ ସୁଜିତ କୁମାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୪ ସାଂସଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସାଂସଦମାନେ ୧୦ଟି ବିଭିନ୍ନ ଭାଷାରେ ଶପଥ ନେଇଥିଲେ। କରୋନା କାରଣରୁ ସାମାଜିକ ଦୂରତା ଅନୁସରଣ କରି ରାଜ୍ୟସଭା ଅଧ୍ୟକ୍ଷ ଶପଥ ପାଠ କରାଇଥିଲେ।

ନିର୍ବାଚିତ ହୋଇଥିବା ୬୧ ସାଂସଦଙ୍କ ମଧ୍ୟରୁ ବୁଧବାର ୪୫ ଜଣ ଶପଥ ନେଇଛନ୍ତି। ଏହି ୪୫ ସାଂସଦଙ୍କ ମଧ୍ୟରୁ ବିଜେପିର ୧୮ ଜଣ, କଂଗ୍ରେସର ୧୦ ଜଣ, ଓ୍ୱାଇଏସ୍ଆର କଂଗ୍ରେସର ୪ ଜଣ ସଦସ୍ୟ ରହିଛନ୍ତି। ସଂସଦ ଅଧିବେଶନରେ ନଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ସାଂସଦ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇ ପାରିନଥିବା ୧୬ ସଦସ୍ୟ ମୌସୁମୀ ଅଧିବେଶନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଶପଥ ଗ୍ରହଣ ଅବସରରେ ଭେଙ୍କୟା ନାଇଡୁ ସମସ୍ତ ସଦସ୍ୟଙ୍କୁ ନୈତିକତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ନିୟମିତ ଭାବେ ସଂସଦରେ ଉପସ୍ଥିତ ରହିବା, ସଂସଦର ନିୟମକୁ ଭଲ ଭାବରେ ବୁଝିବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story