ଶରଜିଲ ସମର୍ଥନରେ ନାରାବାଜି, ଦେଶଦ୍ରୋହ ମାମଲା ରୁଜୁ

ମୁମ୍ୱାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ଦେଶଦ୍ରୋହୀ ଅଭିଯୁକ୍ତ ଶରଜିଲ ଇମାମ ସମର୍ଥନରେ ନାରା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଶରଜିଲ ସମର୍ଥନରେ ନାରାବାଜି କରିଥିବା ସମସ୍ତ ଆୟୋଜକଙ୍କ ବିରୋଧରେ ପୁଲିସ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଫେବୃଆରୀ ୧ ତାରିଖରେ ‘ମୁମ୍ୱାଇ ପ୍ରାଇଡ ସୋଲିଡାରିଟି ଗେଦେରିଙ୍ଗ ୨୦୨୦’ ନାରା ଦେଇ ମୁମ୍ୱାଇର ଆଜାଦ ମଇଦାନରେ ଶରଜିଲ ସମର୍ଥନରେ ଏକାଠି ହୋଇଥିଲେ ଅନେକ। ଏହି ରାଲିରେ ଶରଜିଲର ଗିରଫକୁ ବିରୋଧ କରାଯିବା ସହିତ ତା […]

sharjeel-imam

sharjeel-imam

Subhransu Sekhar
  • Published: Tuesday, 04 February 2020
  • Updated: 04 February 2020, 12:09 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ଦେଶଦ୍ରୋହୀ ଅଭିଯୁକ୍ତ ଶରଜିଲ ଇମାମ ସମର୍ଥନରେ ନାରା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଶରଜିଲ ସମର୍ଥନରେ ନାରାବାଜି କରିଥିବା ସମସ୍ତ ଆୟୋଜକଙ୍କ ବିରୋଧରେ ପୁଲିସ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଫେବୃଆରୀ ୧ ତାରିଖରେ 'ମୁମ୍ୱାଇ ପ୍ରାଇଡ ସୋଲିଡାରିଟି ଗେଦେରିଙ୍ଗ ୨୦୨୦’ ନାରା ଦେଇ ମୁମ୍ୱାଇର ଆଜାଦ ମଇଦାନରେ ଶରଜିଲ ସମର୍ଥନରେ ଏକାଠି ହୋଇଥିଲେ ଅନେକ। ଏହି ରାଲିରେ ଶରଜିଲର ଗିରଫକୁ ବିରୋଧ କରାଯିବା ସହିତ ତା ସମର୍ଥନରେ ନାରାବାଜି ହୋଇଥିଲା। ଆଜାଦ ମଇଦାନ ପୁଲିସ ଷ୍ଟେସନରେ ଏ ନେଇ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଆସାମକୁ ଭାରତରୁ ଅଲଗା କରିବାକୁ ଆହ୍ୱାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲା ଶରଜିଲ ଇମାମ। ଜେଏନୟୁର ଏହି ଛାତ୍ର ସିଏଏ ଏବଂ ଏନଆରସିକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲା। ଏହାପରେ ଜାନୁଆରୀ ୨୮ରେ ଶରଜିଲକୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ବିହାର ପୁଲିସ ସହାୟତାରେ ବିହାରର ଜେହେନାବାଦଠାରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story