5g ପାଇଁ ତ୍ରିମୂର୍ତ୍ତୀ ଏକାଠି: ହାତପାଆନ୍ତାରେ ପହଂଚିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ନୂଆଦିଲ୍ଲୀ: 4g ପରେ ଭାରତୀୟ  ଟେଲିକମ କମ୍ପାନୀ ଗୁଡ଼ିକର ନଜର ଏବେ 5g ନେଟୱର୍କ ଉପରେ। ଗ୍ରାହକଙ୍କୁ ହାଇସ୍ପିଡ ଡାଟା ଦେବା ଲକ୍ଷ୍ୟରେ ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ଚାଲିଛି କଡ଼ା ଟକ୍କର। ବିଶେଷ କରି 4g ନେଟର୍ୱକରେ ଅନ୍ୟମାନଙ୍କୁ ପଛରେ ପକାଇଦେଇଛି ଜିଓ। କାରଣ ଡାଟା ସ୍ପିଡ ଦେବାରେ ରିଲାଏନ୍ସ ଜିଓ  ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇର ସୂଚନା ଅନୁଯାୟୀ ଜିଓର ସ୍ପିଡ୍ ୧୭.୪୨ ଏମବିପିଏସ ରହିଛି । ଏତିକି ସ୍ପିଡ୍‌ରେ ୫ […]

5g-networks-1

5g-networks-1

Rakesh Mallick
  • Published: Monday, 10 April 2017
  • Updated: 10 April 2017, 11:14 PM IST

ନୂଆଦିଲ୍ଲୀ: 4g ପରେ ଭାରତୀୟ  ଟେଲିକମ କମ୍ପାନୀ ଗୁଡ଼ିକର ନଜର ଏବେ 5g ନେଟୱର୍କ ଉପରେ। ଗ୍ରାହକଙ୍କୁ ହାଇସ୍ପିଡ ଡାଟା ଦେବା ଲକ୍ଷ୍ୟରେ ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ଚାଲିଛି କଡ଼ା ଟକ୍କର। ବିଶେଷ କରି 4g ନେଟର୍ୱକରେ ଅନ୍ୟମାନଙ୍କୁ ପଛରେ ପକାଇଦେଇଛି ଜିଓ। କାରଣ ଡାଟା ସ୍ପିଡ ଦେବାରେ ରିଲାଏନ୍ସ ଜିଓ  ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇର ସୂଚନା ଅନୁଯାୟୀ ଜିଓର ସ୍ପିଡ୍ ୧୭.୪୨ ଏମବିପିଏସ ରହିଛି ।

ଏତିକି ସ୍ପିଡ୍‌ରେ ୫ ମିନିଟରୁ କମ୍‌ ସମୟ ମଧ୍ୟରେ ଏକ ଫିଲ୍ମକୁ ଡାଉନଲୋଡ୍‌ କରି ହେଉଛି। ତେଣୁ ଜିଓକୁ ଚେକ୍‌ ଦେବା ପାଇଁ ଅନ୍ୟ ପ୍ରତିଦ୍ୱନ୍ଦୀମାନେ ଲାଗି ପଡ଼ିଛନ୍ତି। ବିଏସଏନଏଲ, ଏୟାରଟେଲ ଓ ମୋବାଇଲ କମ୍ପାନୀ ନୋକିଆ ମିଳିତ ଭାବେ 5g ନେଟୱର୍କ ଲଞ୍ଚ କରିବାକୁ ଯାଉଛନ୍ତି।  ଏନେଇ ଏମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସୁଦ୍ଧା ଏହି ସୁବିଧା ଉପଲବ୍ଧ ହୋଇପାରେ। ତା’ପୂର୍ବରୁ ୨୦୧୮ରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଇପାରେ। ସେପଟେ 5g ନେଟୱର୍କ ପାଇଁ କେନ୍ଦ୍ର ସରକାର 3000mghzର ସ୍ପେକ୍‌ଟ୍ରମ୍ ନିଲାମ କରିବାକୁ  ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ଗ୍ରାହକମାନେ ହାଇସ୍ପିଡ ଡାଟା ମଧ୍ୟ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story