ଘାତକ ଜୁଲାଇ: ମାତ୍ର ୨୧ ଦିନରେ ୬ ଲକ୍ଷରୁ ଅଧିକ ସଂକ୍ରମିତ, ୧୧,୩୨୫ ମୃତ

ନୂଆଦିଲ୍ଲୀ: ଜୁଲାଇ ମାସରେ ମହାମାରୀ କରୋନା ଭାଇରସ ଭାରତରେ ତା’ର କରାଳରୂପ ଦେଖାଚାଲିଛି। ଜୁଲାଇ ୧ରୁ ଜୁଲାଇ ୨୧ ମଧ୍ୟରେ ଦେଶରେ ରେକର୍ଡ ୬ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୩୦ ସୁଦ୍ଧା ଦେଶରେ ୫.୯ ଲକ୍ଷ କରୋନା ସଂକ୍ରମିତ ଥିବା ବେଳେ କେବଳ ଜୁଲାଇ ୨୧ ସୁଦ୍ଧା ଏହା ୧୨ ଲକ୍ଷ ନିକଟରେ ପହଞ୍ଚିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ଅର୍ଥ ପୂର୍ବ ମାସ ଗୁଡ଼ିକରେ ମିଳିତ ଭାବେ ଯେତିକି କରୋନା […]

ed

ed

Hemant Lenka
  • Published: Wednesday, 22 July 2020
  • Updated: 22 July 2020, 07:58 AM IST

Sports

Latest News

ନୂଆଦିଲ୍ଲୀ: ଜୁଲାଇ ମାସରେ ମହାମାରୀ କରୋନା ଭାଇରସ ଭାରତରେ ତା’ର କରାଳରୂପ ଦେଖାଚାଲିଛି। ଜୁଲାଇ ୧ରୁ ଜୁଲାଇ ୨୧ ମଧ୍ୟରେ ଦେଶରେ ରେକର୍ଡ ୬ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୩୦ ସୁଦ୍ଧା ଦେଶରେ ୫.୯ ଲକ୍ଷ କରୋନା ସଂକ୍ରମିତ ଥିବା ବେଳେ କେବଳ ଜୁଲାଇ ୨୧ ସୁଦ୍ଧା ଏହା ୧୨ ଲକ୍ଷ ନିକଟରେ ପହଞ୍ଚିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଏହାର ଅର୍ଥ ପୂର୍ବ ମାସ ଗୁଡ଼ିକରେ ମିଳିତ ଭାବେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, କେବଳ ଜୁଲାଇରେ ତା’ଠାରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି।

କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ିନାହିଁ। ଜୁଲାଇ ମାସରେ ୧୧ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା। ପୂର୍ବମାସ ଗୁଡ଼ିକ ତୁଳନାରେ ଜୁଲାଇରେ ମୃତ୍ୟୁହାର ୪୦% ବୃଦ୍ଧି ପାଇଛି। ମଙ୍ଗଳବାର ପ୍ରାୟ ୬୭୦ ଜଣଙ୍କ ଜୀବନ ଯିବା ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮,୭୨୩କୁ ବୃଦ୍ଧି ପାଇଛି।

ଏହାପରେ ଭାରତ ସ୍ପେନ(୨୮,୪୨୨)କୁ ପଛରେ ପକାଇ ବିଶ୍ୱର ସର୍ବାଧିକ କରୋନା ଜନିତ ମୃତ୍ୟୁ ରାଷ୍ଟ୍ରଗୁଡ଼ିକ ତାଲିକାର ୭ନଂ ସ୍ଥାନରେ ପହଞ୍ଚି ଯାଇଛି।

ମେ’ ମାସରେ ଦେଶରେ ୧.୫ ଲକ୍ଷ, ଜୁନ୍‌ରେ ୪ ଲକ୍ଷ ଓ ଜୁଲାଇରେ ଏବେ ସୁଦ୍ଧା ୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମେ’ ମାସରେ କରୋନା ୪,୨୬୭, ଜୁନ୍‌ ମାସରେ ୧୧,୯୮୮ ଓ ଜୁଲାଇ ମାସରେ ଏବେ ସୁଦ୍ଧା ୧୧,୩୨୫ ମୁଣ୍ଡ ନେଇ ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story