ମନରେଗାରେ ଖର୍ଚ୍ଚ ହେବ ୬୦ ହଜାର କୋଟି

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ରୋଜଗାର କ୍ଷମ କରିବା ପାଇଁ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଖର୍ଚ୍ଚ ହେବ ୬୦ ହଜାର କୋଟି ଟଙ୍କା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନା ଅନ୍ତର୍ଗତ ୫୫,୦୦୦  କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୦୫ ରେ ଆରମ୍ଭ ହୋଇଥିବା ଏହି […]

4

4

Jagamohan Maharana
  • Published: Friday, 01 February 2019
  • Updated: 01 February 2019, 01:12 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ରୋଜଗାର କ୍ଷମ କରିବା ପାଇଁ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଖର୍ଚ୍ଚ ହେବ ୬୦ ହଜାର କୋଟି ଟଙ୍କା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନା ଅନ୍ତର୍ଗତ ୫୫,୦୦୦  କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା।

୨୦୦୫ ରେ ଆରମ୍ଭ ହୋଇଥିବା ଏହି ଜନମଙ୍ଗଳ ଯୋଜନାରେ ୨୦୧୬-୧୭ ପାଇଁ ୩୮,୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୧୭-୧୮ରେ  ୬୮,୧୦୭.୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଯାହାକି ୨୦୧୯-୨୦ ଠାରୁ ଅଧିକ। ସୂଚନାଯୋଗ୍ୟ, ଏଥିରେ ଯେଉଁମାନେ ସାମିଲ୍ ହେବେ ସେମାନଙ୍କୁ ଜବ୍‌ କାର୍ଡ୍ ମାଧ୍ୟମରେ ଆବେଦନର ୧୫ ଦିନ ମଧ୍ୟରେ ରୋଜଗାର ପ୍ରଦାନ କରାଯିବ। ଯଦି ସରକାର କାମ ଦେବାରେ ବିଫଳ ହେବେ ତା’ହାଲେ ସେମାନଙ୍କୁ ବେରୋଜଗାର ଭତ୍ତା ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story