ପୁଲିସ୍‌କୁ ବଡ଼ ସଫଳତା: ୮ ନକ୍ସଲ ନିହତ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଛତିଶଗଡ଼ରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୭ ରୁ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଦୁଇ ଜଣ ଯବାନ ବି ସହିଦ ହୋଇଛନ୍ତି। ସୁକମା ଜିଲ୍ଲା ସକଲାର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଛି। ସୁକମା ଏସ୍‌ପି ଅଭିଷେକ ମୀନା କହିଛନ୍ତି, ୭ ରୁ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍‌ଜି)ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେଠାରୁ ନିହତଙ୍କ ମରଶରୀର […]

naxal

naxal

Jitendra Garnayak
  • Published: Monday, 26 November 2018
  • Updated: 26 November 2018, 01:18 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଛତିଶଗଡ଼ରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୭ ରୁ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଦୁଇ ଜଣ ଯବାନ ବି ସହିଦ ହୋଇଛନ୍ତି।

ସୁକମା ଜିଲ୍ଲା ସକଲାର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଛି।

ସୁକମା ଏସ୍‌ପି ଅଭିଷେକ ମୀନା କହିଛନ୍ତି, ୭ ରୁ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍‌ଜି)ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେଠାରୁ ନିହତଙ୍କ ମରଶରୀର ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story