କର୍ଣ୍ଣାଟକାକୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ କଡ଼ା ନିୟମ

ବେଙ୍ଗାଲୁରୁ: ସୋମବାର ଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ଆଜି କର୍ଣ୍ଣାଟକା ସରକାର ତାଙ୍କ ରାଜ୍ୟକୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ କଡ଼ା ନିୟମ ପ୍ରଣୟନ କରିଛନ୍ତି। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ଆସୁଥିବା ବିମାନ ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ। ପୋଲ ଟେଷ୍ଟିଂରେ ଯଦି ବିମାନ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ବି ସେମାନଙ୍କୁ ଆଉ ୭ ଦିନ ପାଇଁ ହୋମ […]

dz

dz

Hemant Lenka
  • Published: Saturday, 23 May 2020
  • Updated: 23 May 2020, 01:40 PM IST

Sports

Latest News

ବେଙ୍ଗାଲୁରୁ: ସୋମବାର ଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ଆଜି କର୍ଣ୍ଣାଟକା ସରକାର ତାଙ୍କ ରାଜ୍ୟକୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ କଡ଼ା ନିୟମ ପ୍ରଣୟନ କରିଛନ୍ତି।

ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ଆସୁଥିବା ବିମାନ ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ। ପୋଲ ଟେଷ୍ଟିଂରେ ଯଦି ବିମାନ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ବି ସେମାନଙ୍କୁ ଆଉ ୭ ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ସେହିପରି ଏହି ୬ ରାଜ୍ୟ ବ୍ୟତୀତ ଅନ୍ୟ ସ୍ଥାନରୁ ଆସୁଥିବା ଲୋକଙ୍କୁ କୋଭିଡ-୧୯ ଏସଓପି ଅନୁଯାୟୀ, ୧୪ ଦିନିଆ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଯଦି କୌଣସି ବ୍ୟବସାୟୀ କିମ୍ବା ଜରୁରୀ କାମରେ କର୍ଣ୍ଣାଟକା ଆସୁଥିବା ଲୋକଙ୍କୁ ସ୍ୱତନ୍ତ୍ର ନିୟମ ଅନୁସାରେ କ୍ୱାରେଣ୍ଟାଇନରୁ ମୁକ୍ତି ଦିଆଯିବ। ହେଲେ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଥିବା ପ୍ରମାଣପତ୍ର ଧରି ଆସିବାକୁ ପଡ଼ିବ।

ସେ ଯେଊଁ ଲ୍ୟାବରେ ନିଜର ପରୀକ୍ଷା କରିଥିବେ, ତାହା ଆଇସିଏମଆରର ଅନୁମୋଦନ ପାଇଥିବା ଦରକାର। ସେହିପରି ରିପୋର୍ଟ ଦୁଇ ଦିନରୁ ଅଧିକ ପୁରୁଣା ହୋଇଥିଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story