ମାଗଣା ୱାଇ-ଫାଇ ପାଇଁ ବ୍ୟକ୍ତିଗତ ସୂଚନା ଦେବାକୁ ୭୩% ଭାରତୀୟ ରାଜି

ନୂଆଦିଲ୍ଲୀ: ମାଗଣାରେ ଭଲ ୱାଇ-ଫାଇ ସେବା ମିଳିଲେ ୭୩ ପ୍ରତିଶତ ଭାରତୀୟ ନିଜ ବ୍ୟକ୍ତିଗତ ସୂଚନା ମଧ୍ୟ ପ୍ରଦାନ କରିବାକୁ ରାଜି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଆଣ୍ଟିଭାଇରସ ନିର୍ମାଣ କରୁଥିବା ସଫ୍ଟୱେୟାର କଂପାନୀ ନୋର୍ଟନ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ହୋଟେଲ, ବିମାନ ସେବା ଓ ରେସ୍ତୋରାଁ ଆଦି ଚୟନ କଲା ବେଳେ ଅଧିକାଂଶ ଲୋକ ସେଠାରେ ମାଗଣା ୱାଇ-ଫାଇ ସେବା ଅଛି ନା ନାହିଁ ତାହା ଜାଣିବାକୁ ଚେଷ୍ଟା […]

mobile

mobile

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 08:25 AM IST

Sports

Latest News

ନୂଆଦିଲ୍ଲୀ: ମାଗଣାରେ ଭଲ ୱାଇ-ଫାଇ ସେବା ମିଳିଲେ ୭୩ ପ୍ରତିଶତ ଭାରତୀୟ ନିଜ ବ୍ୟକ୍ତିଗତ ସୂଚନା ମଧ୍ୟ ପ୍ରଦାନ କରିବାକୁ ରାଜି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଆଣ୍ଟିଭାଇରସ ନିର୍ମାଣ କରୁଥିବା ସଫ୍ଟୱେୟାର କଂପାନୀ ନୋର୍ଟନ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ହୋଟେଲ, ବିମାନ ସେବା ଓ ରେସ୍ତୋରାଁ ଆଦି ଚୟନ କଲା ବେଳେ ଅଧିକାଂଶ ଲୋକ ସେଠାରେ ମାଗଣା ୱାଇ-ଫାଇ ସେବା ଅଛି ନା ନାହିଁ ତାହା ଜାଣିବାକୁ ଚେଷ୍ଟା କରନ୍ତି। ସେହି ଅନୁସାରେ ସେମାନେ ହୋଟେଲ ଆଦି ଚୟନ କରନ୍ତି। ପାଖାପାଖି ୮୨ ପ୍ରତିଶତ ଲୋକ ହୋଟେଲ ଚୟନ କଲା ବେଳେ ମାଗଣା ୱାଇ-ଫାଇ ସୁବିଧା ସଂପର୍କରେ ପଚାରି ବୁଝନ୍ତି। ସେହିଭଳି ବିମାନ ସେବା ଖୋଜିବା ବେଳେ ୬୪% ଲୋକ ମାଗଣା ୱାଇ-ଫାଇ ସେବା ଅଛି ନା ନାହିଁ ତାହା ବୁଝି ନିଅନ୍ତି।

ରିପୋର୍ଟରେ କୁହାଯାଇଛି ଯେ ସର୍ଭେରେ ସାମିଲ ୫୧ ପ୍ରତିଶତ ଭାରତୀୟ କହିଥିଲେ ଯେ ୱାଇ-ଫାଇ ଏରିଆରେ ପ୍ରବେଶ କଲା ମାତ୍ରେ ଇଣ୍ଟରନେଟ୍ ସହିତ ଯୋଡ଼ି ହେବା ପାଇଁ ସେମାନେ କିଛି ମିନିଟ୍ ବି ଅପେକ୍ଷା କରିପାରନ୍ତି ନାହିଁ। ୧୯ ପ୍ରତିଶତ ଭାରତୀୟ କହିଥିଲେ ଯେ ମାଗଣା ୱାଇ-ଫାଇ ସେବା ପାଇବା ପାଇଁ ସେମାନେ ନିଜର ଇ-ମେଲ୍ ଓ ଯୋଗାଯୋଗ ନମ୍ବର ଦେବାକୁ ପ୍ରସ୍ତୁତ। ୨୨ ପ୍ରତିଶତ କହିଥିଲେ ଯେ ସେମାନେ ଏଥିପାଇଁ ନିଜ ଫଟୋ ଦେବାକୁ ମଧ୍ୟ ରାଜି। ୭୪ ପ୍ରତିଶତ ଲୋକଙ୍କ କହିବା କଥା ପବ୍ଲିକ ୱାଇ-ଫାଇ ସର୍ଭିସର ବ୍ୟବହାର ସମୟରେ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରହେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story