କରୋନା ମହାମାରୀ ବେଳେ ୭୭% ବ୍ୟକ୍ତି ଆୟ ହରାଇଥିଲେ: ସର୍ଭେ

ନୂଆଦିଲ୍ଲୀ:  କରୋନା ମହାମାରୀ ବେଳେ ଭାରତ ଲକଡାଉନ୍ ଶଟଡାଉନର ସାମ୍ନା କରିଛି। ଏହି ସମୟରେ ଅନେକ ରୋଜଗାର ହରାଇଛନ୍ତି। ଆଉ କିଛି ବ୍ୟକ୍ତି ନୋ ଓ୍ୱାର୍କ, ନୋ ଇନକମରେ ଥିଲେ। ଯେଉଁଥିପାଇଁ ବେରୋଜଗାର ମଧ୍ୟ ବଢ଼ିଛି। Lotto247.com ଏ ନେଇ ଏକ ସର୍ଭେ କରିଛି। ନଭେମ୍ୱର ୨୦୨୦ରୁ ୧୭୦୦ରୁ ଅଧିକ ବୟସ୍କଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ଯେଉଁଥିରେ ଦେଶର ୭୭ ପ୍ରତିଶତ କରୋନା ପାଇଁ ଆୟର ବାଟ ବନ୍ଦ ହୋଇଯାଇଥିଲା। ସର୍ଭେ ଅନୁଯାୟୀ ୪୦-୪୯ ବୟସର […]

migrant

migrant

Subhransu Sekhar
  • Published: Monday, 04 January 2021
  • Updated: 04 January 2021, 01:33 PM IST

Sports

Latest News

ନୂଆଦିଲ୍ଲୀ:  କରୋନା ମହାମାରୀ ବେଳେ ଭାରତ ଲକଡାଉନ୍ ଶଟଡାଉନର ସାମ୍ନା କରିଛି। ଏହି ସମୟରେ ଅନେକ ରୋଜଗାର ହରାଇଛନ୍ତି। ଆଉ କିଛି ବ୍ୟକ୍ତି ନୋ ଓ୍ୱାର୍କ, ନୋ ଇନକମରେ ଥିଲେ। ଯେଉଁଥିପାଇଁ ବେରୋଜଗାର ମଧ୍ୟ ବଢ଼ିଛି। Lotto247.com ଏ ନେଇ ଏକ ସର୍ଭେ କରିଛି। ନଭେମ୍ୱର ୨୦୨୦ରୁ ୧୭୦୦ରୁ ଅଧିକ ବୟସ୍କଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ଯେଉଁଥିରେ ଦେଶର ୭୭ ପ୍ରତିଶତ କରୋନା ପାଇଁ ଆୟର ବାଟ ବନ୍ଦ ହୋଇଯାଇଥିଲା।

ସର୍ଭେ ଅନୁଯାୟୀ ୪୦-୪୯ ବୟସର ବ୍ୟକ୍ତି କରୋନା ବେଳେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଏହି ବୟସର ୮୦ ପ୍ରତିଶତ ବ୍ୟକ୍ତି କରୋନା ବେଳେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସେହିପରି ୪୦-୪୯ ତୁଳନାରେ ୫୦-୫୯ ବୟସର ଲୋକ କମ୍ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ଆୟ ହରାଇଛନ୍ତି। ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ କମ୍ ପ୍ରଭାବିତ ହୋଇଥିଲେ। ଏହି ବୟସ ବର୍ଗର କେବଳ ୩୦ ପ୍ରତିଶତ ଆୟ ହରାଇଥିଲେ।

ସର୍ବେକ୍ଷଣର ପୁରୁଷ ଏବଂ ମହିଳାଙ୍କୁ ନେଇ ମଧ୍ୟ ସର୍ଭେ ହୋଇଛି। ଏଥିରେ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ପ୍ରଭାବିତ ହୋଇଛନ୍ତି। ୭୮ ପ୍ରତିଶତ ପୁରୁଷଙ୍କର ରୋଜଗାର ବନ୍ଦ ହୋଇଥିବାବେଳେ ୬୭ ପ୍ରତିଶତ ମହିଳା ଏଥିରେ ପ୍ରଭାବିତ ହୋଇଥିଲେ। ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛାଡପତ୍ର ଦେଇଥିବା ବୟସ୍କମାନେ। ୮୭.୫ ପ୍ରତିଶତ ଏହାଦ୍ୱାରା ରୋଜଗାର ହରାଇଥିଲେ ବୋଲି କହିଛନ୍ତି। ତେବେ ଅବିବାହିତ କମ୍ ପ୍ରଭାବିତ ହୋଇଥିଲେ। ମାତ୍ର ୫୯ ପ୍ରତିଶତ ଲୋକ ଅବିବାହିତ ଆୟ ହରାଇଥିଲେ ବୋଲି Lotto247.com କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story