କଶ୍ମୀର ଅଟକଙ୍କ ମଧ୍ୟରେ ୯ ବର୍ଷର ନାବାଳକ, ସରକାର କହିଲେ ବେଆଇନ ନୁହେଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଜଣେ ବି ନାବାଳକଙ୍କୁ ବେଆଇନ ଭାବେ ଅଟକ ରଖାଯାଇନି ବୋଲି ସୁପ୍ରିମ୍‌କୋର୍ଟ ଗଠିତ ୪ ଜଣିଆ କମିଟିକୁ କହିଛନ୍ତି ଜମ୍ମୁ-କଶ୍ମୀର ପ୍ରଶାସନ। ସରକାର କିନ୍ତୁ ମାନିଛନ୍ତି, ଅଗଷ୍ଟ ୫ ପରଠାରୁ ୧୪୪ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ଏହି ନାବାଳକମାନଙ୍କ ମଧ୍ୟରେ ୯ ବର୍ଷ ଏବଂ ୧୧ ବର୍ଷର ନାବାଳକ ରହିଥିବା ଦର୍ଶାଇଛନ୍ତି ସରକାର। ଜମ୍ମୁ-କଶ୍ମୀର ପୁଲିସ୍‌ ଦର୍ଶାଇଛି, ଏହି ନାବାଳକମାନେ ଢେଲା ମାଡ଼, ହିଂସା କାର୍ଯ୍ୟ, ସର୍ବସାଧାରଣ ଓ ଘରୋଇ ସମ୍ପତ୍ତି ନଷ୍ଟ […]

kashmir

kashmir

Subrat Kumar Nayak
  • Published: Tuesday, 01 October 2019
  • Updated: 01 October 2019, 08:49 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଜଣେ ବି ନାବାଳକଙ୍କୁ ବେଆଇନ ଭାବେ ଅଟକ ରଖାଯାଇନି ବୋଲି ସୁପ୍ରିମ୍‌କୋର୍ଟ ଗଠିତ ୪ ଜଣିଆ କମିଟିକୁ କହିଛନ୍ତି ଜମ୍ମୁ-କଶ୍ମୀର ପ୍ରଶାସନ। ସରକାର କିନ୍ତୁ ମାନିଛନ୍ତି, ଅଗଷ୍ଟ ୫ ପରଠାରୁ ୧୪୪ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ଏହି ନାବାଳକମାନଙ୍କ ମଧ୍ୟରେ ୯ ବର୍ଷ ଏବଂ ୧୧ ବର୍ଷର ନାବାଳକ ରହିଥିବା ଦର୍ଶାଇଛନ୍ତି ସରକାର।

ଜମ୍ମୁ-କଶ୍ମୀର ପୁଲିସ୍‌ ଦର୍ଶାଇଛି, ଏହି ନାବାଳକମାନେ ଢେଲା ମାଡ଼, ହିଂସା କାର୍ଯ୍ୟ, ସର୍ବସାଧାରଣ ଓ ଘରୋଇ ସମ୍ପତ୍ତି ନଷ୍ଟ କରିବା ଆଦି ଅଭିଯୋଗରେ ଅଟକ ରଖାଯାଇଛି। ସେମାନଙ୍କୁ ଅନୁଧ୍ୟାନକେନ୍ଦ୍ରରେ ରଖାଯାଇଛି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ପୁଲିସ୍‌ କପୋଳକଳ୍ପିତ ଏବଂ ଅତିରଞ୍ଜିତ ଦର୍ଶାଇବା ସହ ଏସବୁ ପୁଲିସ୍‌କୁ ବଦନାମ ଉଦ୍ଦିଷ୍ଟ ବୋଲି କୁହାଯାଇଛି।

ଶିଶୁ ଅଧିକାର କର୍ମୀ ଇନାକ୍ଷୀ ଗାଙ୍ଗୁଲି ଏବଂ ଶାନ୍ତା ସିହ୍ନାଙ୍କ ଆବେଦନ କ୍ରମେ ଜଷ୍ଟିସ୍‌ ଏନ୍‌ଭି ରମାନ୍ନା, ଜଷ୍ଟିସ୍‌ ଆର ସୁବାସ ରେଡ୍ଡି ଏବଂ ଜଷ୍ଟିସ୍‌ ବିଆର୍‌ ଗାଭାଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ନିକଟରେ ଜଷ୍ଟିସ୍‌ ଅଲ୍ଲୀ ମହମ୍ମଦ ମାଗ୍‌ରେଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟିର ରିପୋର୍ଟ ଆଗତ ହୋଇଥିଲା।

ଏହି ରିପୋର୍ଟରେ କୁହାଯାଇଛି, କୌଣସି ନାବାଳକଙ୍କୁ ବେଆଇନ ଭାବେ ଅଟକ ରଖାଯାଇନାହିଁ। ଯେତେବେଳେ ମଧ୍ୟ ନାବାଳକଙ୍କ ବାବଦରେ ଅଭିଯୋଗ ଆସିଛି ତା’କୁ ଆଇନ ଅନୁଯାୟୀ ପରିଚାଳନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story