ବୁଢ଼ୀ ମା’କୁ ପଚାରିଲାନି ପୁଅ, ନିଜ ଘରେ ଆଣି ରଖିଲେ ଆପ୍ ସାଂସଦ

ମୁମ୍ୱାଇ: କରୋନା ମହାମାରୀ ବେଳେ ପୁଅ ବି ଭୁଲିଗଲା ନିଜ ଜନ୍ମକଲା ମା’କୁ। ଏମିତିକି ଘରେ ନ ପୁରାଇବାରୁ ବୃଦ୍ଧ ମହିଳା ଜଣଙ୍କ ବେସାହାରା ହୋଇ ପଡ଼ିଥିଲେ। ହେଲେ ସଂପୃକ୍ତ ମହିଳାଙ୍କୁ ନିଜ ଘରେ ଜାଗା ଦେଇଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ। ଆପର ଏହି ସାଂସଦଙ୍କ ମାନବିକତାକୁ ନେଇ ଚାରିଆଡେ ପ୍ରଶଂସାର ସୁଅ ଛୁଟିଛି। ମୁମ୍ୱାଇକୁ ଳୀଳାବତି (୭୦) ତାଙ୍କ ପୁଅର ଦେଖାଶୁଣା କରିବାକୁ ଆସିଥିଲେ। ହେଲେ ମହାମାରୀ ବେଳେ ନିଜ ଜନ୍ମ କଲା ମାଆକୁ […]

Aap Leader Sanjay Singh (1)

Aap Leader Sanjay Singh (1)

Subhransu Sekhar
  • Published: Sunday, 26 July 2020
  • Updated: 26 July 2020, 07:39 PM IST

Sports

Latest News

ମୁମ୍ୱାଇ: କରୋନା ମହାମାରୀ ବେଳେ ପୁଅ ବି ଭୁଲିଗଲା ନିଜ ଜନ୍ମକଲା ମା’କୁ। ଏମିତିକି ଘରେ ନ ପୁରାଇବାରୁ ବୃଦ୍ଧ ମହିଳା ଜଣଙ୍କ ବେସାହାରା ହୋଇ ପଡ଼ିଥିଲେ। ହେଲେ ସଂପୃକ୍ତ ମହିଳାଙ୍କୁ ନିଜ ଘରେ ଜାଗା ଦେଇଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ। ଆପର ଏହି ସାଂସଦଙ୍କ ମାନବିକତାକୁ ନେଇ ଚାରିଆଡେ ପ୍ରଶଂସାର ସୁଅ ଛୁଟିଛି।

ମୁମ୍ୱାଇକୁ ଳୀଳାବତି (୭୦) ତାଙ୍କ ପୁଅର ଦେଖାଶୁଣା କରିବାକୁ ଆସିଥିଲେ। ହେଲେ ମହାମାରୀ ବେଳେ ନିଜ ଜନ୍ମ କଲା ମାଆକୁ ପର କରି ଦେଇଥିଲା ପୁଅ। ଫଳରେ ବେସାହାରା ହୋଇ ପଡ଼ିଥିଲେ ଲୀଳାବତି। ଏହାପରେ ସେ ଦିଲ୍ଲୀରେ ଆସି ପହଞ୍ଚିଥିଲେ। ଏହି ସମୟରେ ଜଣେ ସହୃଦୟ ବ୍ୟକ୍ତି ଲୀଳାବତିଙ୍କୁ ତାଙ୍କ ଘରେ ଜାଗା ଦେଇଥିଲେ। ହେଲେ କିଛି ଦିନ ପରେ ଲୀଳାବତି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସେ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ କରୋନାରେ ସଂକ୍ରମିତ ହେବା ଜାଣିବା ପରେ ସଂପୃକ୍ତ ବ୍ୟକ୍ତି ଲୀଳାବତିଙ୍କୁ ତାଙ୍କ ଘରେ ପୁରାଇବାକୁ ପଛଘୁଞ୍ଚା ଦେଇଥିଲେ।

ଏହାପରେ ଆପ୍ ସାଂସଦ ସଞ୍ଜୟ ସିଂହ ଲୀଳାବତିଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଏମିତିକି ଲୀଳାବତିଙ୍କୁ ତାଙ୍କ ଘରେ ଆଣି ରଖିଛନ୍ତି। ସେମାନେ ଲୀଳାବତିଙ୍କର ଦେଖାଶୁଣା କରିବେ ବୋଲି ସଞ୍ଜୟ କହିଛନ୍ତି।

ଲୀଳାବତିଙ୍କ ପୁଅ ଜଣେ ଅଟୋ ଡ୍ରାଇଭର। ପୁଅ ଅସୁସ୍ଥ ହୋଇଥିବା ଜାଣି ଲୀଳାବତି ତାଙ୍କ ପୁଅ ପାଖକୁ ଯାଇଥିଲେ। ତାଙ୍କ ପୁଅ ସ୍ତ୍ରୀ ଓ ଛୁଆ ସହିତ ମୁମ୍ୱାଇରେ ରହୁଛନ୍ତି। ପୁଅ ଭଲ ହୋଇଯିବା ପରେ ଲୀଳାବତିଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କ ପୁଅ ମାକୁ ଘରୁ ବାହାର କରିଦେଇଥିଲା। ଲୀଳାବତି ଜଣେ ମାନସିକ ରୋଗୀ ଭାବି ତାଙ୍କ ପୁଅ ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ କେହି ପାଖରେ ରଖିବାକୁ ଚାହୁଁନଥିବା ଲୀଳାବତି କହିଛନ୍ତି।

ଏହାପରେ ସେ ମୁମ୍ୱାଇରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଏକ ବିସ୍କୁଟ ପ୍ୟାକେଟ ସହିତ କିଛି ଲୁଗା ଧରି ଅଜଣା ଜାଗା ଦିଲ୍ଲୀକୁ ପଳାଇ ଆସିଥିଲେ। ଦିଲ୍ଲୀରେ ତାଙ୍କର ଦୁଇ ପୁଅ ମଧ୍ୟ ରୁହନ୍ତି। ହେଲେ ଶ୍ରମିକ ସ୍ପେଶାଲ ଟ୍ରେନରେ ଆସିବା ପରେ ଦିଲ୍ଲୀରେ ରହୁଥିବା ପୁଅ ମଧ୍ୟ ତାଙ୍କୁ ଖୋଜିବା ପାଇଁ କିମ୍ୱା ଯୋଗାଯୋଗ କରିନଥିଲେ।

ସଞ୍ଜୟ ସିଂହ ତାଙ୍କ ବାପା ମା’, ଦୁଇ ଛୁଆ ଓ ସ୍ତ୍ରୀ ସହିତ ନର୍ଥ ଦିଲ୍ଲୀ ସ୍ଥିତ ନର୍ଥ ଏଭେନ୍ୟୁର ଥିବା ସରକାରୀ ବାସଭବନରେ ରୁହନ୍ତି। ଲୀଳାବତି ଜଣେ ମେଳାପି ଲୋକ। ଏବେ ସେ ସଞ୍ଜୟଙ୍କ ପରିବାରର ସଦସ୍ୟ ବୋଲି ସଞ୍ଜୟଙ୍କ ସହଯୋଗୀ ଅଜିତ ତ୍ୟାଗୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story