ଆବଶ୍ୟକ ସ୍ଥଳେ ସିରିୟା ଓ ଲିବ୍ୟାରେ ଆଇଏସର ଆଡ୍ଡାରେ ଆକ୍ରମଣ କରିବ ବ୍ରିଟେନ୍

ଜାକର୍ତ୍ତା: ଆବଶ୍ୟକ ହେଲେ ଲିବ୍ୟା ଓ ସିରିୟାରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ)ର ଆଡ୍ଡାଗୁଡ଼ିକୁ ଇଂଲଣ୍ଡର ବାୟୁ ସେନା ଟାର୍ଗେଟ୍ କରିପାରେ। ଆଜି ଇଣ୍ଡୋନେସିଆ ଗସ୍ତରେ ଆସି ଜାକର୍ତ୍ତାରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଡାଭିଡ କାମେରୁନ୍। ସେ କହିଛନ୍ତି ଯେ ଆଇଏସକୁ ଇଂଲଣ୍ଡର ରାଜରାସ୍ତାରେ ଆକ୍ରମଣ କରିବାକୁ ଦିଆଯିବ ନାହିଁ। ଏହାକୁ ସୁନିଶ୍ଚିତ କରିବାକୁ ଇଂଲଣ୍ଡ ସରକାର ଯେକୌଣସି ନିଷ୍ପତ୍ତି ନେଇ ପାରନ୍ତି। ଚାରି ଦିନିଆ ଗସ୍ତରେ ଆସିଥିବା କାମେରୁନ୍ […]

davidcameroon

davidcameroon

Rakesh Mallick
  • Published: Monday, 27 July 2015
  • Updated: 04 May 2017, 03:45 PM IST

Sports

Latest News

ଜାକର୍ତ୍ତା: ଆବଶ୍ୟକ ହେଲେ ଲିବ୍ୟା ଓ ସିରିୟାରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ)ର ଆଡ୍ଡାଗୁଡ଼ିକୁ ଇଂଲଣ୍ଡର ବାୟୁ ସେନା ଟାର୍ଗେଟ୍ କରିପାରେ। ଆଜି ଇଣ୍ଡୋନେସିଆ ଗସ୍ତରେ ଆସି ଜାକର୍ତ୍ତାରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଡାଭିଡ କାମେରୁନ୍। ସେ କହିଛନ୍ତି ଯେ ଆଇଏସକୁ ଇଂଲଣ୍ଡର ରାଜରାସ୍ତାରେ ଆକ୍ରମଣ କରିବାକୁ ଦିଆଯିବ ନାହିଁ। ଏହାକୁ ସୁନିଶ୍ଚିତ କରିବାକୁ ଇଂଲଣ୍ଡ ସରକାର ଯେକୌଣସି ନିଷ୍ପତ୍ତି ନେଇ ପାରନ୍ତି।

ଚାରି ଦିନିଆ ଗସ୍ତରେ ଆସିଥିବା କାମେରୁନ୍ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ କୁହିଥିଲେ, ’ ଯଦି ବ୍ରିଟେନ ପ୍ରତି ଅବା ଆମର ଲୋକଙ୍କ ପ୍ରତି ରାସ୍ତାରେ କୌଣସି ବିପଦ ଆସେ,  ଆମେ ଏଭଳି ବିପଦର ପଥ ରୋକିବା ପାଇଁ ତତକ୍ଷଣାତ୍ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ। ପ୍ରଧାନମନ୍ତ୍ରୀ ଭାବେ ମୁଁ ଏହା ସୁନିଶ୍ଚିତ କରିବାକୁ ଚାହେଁ ଯେ ଏଭଳି ବିପଦ ଲିବ୍ୟା ଓ ସରିୟା ଅବା ଅନ୍ୟ ଯେକୌଣସି ସ୍ଥାନରୁ ଆସିଲେ ବି ତାକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story