ଏସିଡ ବିକ୍ରିକୁ ଜଗିବ ସ୍ୱତନ୍ତ୍ର ସଫ୍ଟୱେୟାର

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଏସିଡ ଆକ୍ରମଣ ଘଟଣା। କେବଳ ୨୦୧୪ରେ ହୋଇଛି ୩୧୦ଟି ଏସିଡ ଆକ୍ରମଣ। ଏହାକୁ ରୋକିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ଏସିଡ ବିକ୍ରିକୁ ନିୟନ୍ତ୍ରଣ କରିବା ଉପରେ ଜୋର ଦେଉଛନ୍ତି ସରକାର। ଆଉ ସେଥିପାଇଁ ତିଆରି କରୁଛନ୍ତି ଏକ ସ୍ୱତନ୍ତ୍ର ସଫ୍ଟୱେୟାର। ଏ ସମ୍ପର୍କରେ ଲୋକସଭାରେ ସୂଚନାଦେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଏସିଡ ବିକ୍ରି ନେଇ ସମସ୍ତ ରାଜ୍ୟ ନୀତି ପ୍ରସ୍ତୁତ କରିଛନ୍ତି। ଯଦି କୌଣସି […]

Rajnath Singh

Rajnath Singh

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 10:17 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଏସିଡ ଆକ୍ରମଣ ଘଟଣା। କେବଳ ୨୦୧୪ରେ ହୋଇଛି ୩୧୦ଟି ଏସିଡ ଆକ୍ରମଣ। ଏହାକୁ ରୋକିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ଏସିଡ ବିକ୍ରିକୁ ନିୟନ୍ତ୍ରଣ କରିବା ଉପରେ ଜୋର ଦେଉଛନ୍ତି ସରକାର। ଆଉ ସେଥିପାଇଁ ତିଆରି କରୁଛନ୍ତି ଏକ ସ୍ୱତନ୍ତ୍ର ସଫ୍ଟୱେୟାର। ଏ ସମ୍ପର୍କରେ ଲୋକସଭାରେ ସୂଚନାଦେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଏସିଡ ବିକ୍ରି ନେଇ ସମସ୍ତ ରାଜ୍ୟ ନୀତି ପ୍ରସ୍ତୁତ କରିଛନ୍ତି। ଯଦି କୌଣସି ରାଜ୍ୟ ନୀତି ପ୍ରସ୍ତୁତ କରିନଥିବେ ତାହାଲେ ସମ୍ପୃକ୍ତ ରାଜ୍ୟଗୁଡିକୁ ନୀତି ପ୍ରସ୍ତୁତ ନେଇ ପରାମର୍ଶ ଦେବୁ। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏସିଡ ବିକ୍ରି ଉପରେ ସବୁବେଳେ ନଜର ରଖିବ। ଏସିଡ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରସରକାର ଏକ ସଫ୍ଟୱେୟାର ବିକଶିତ କରୁଛନ୍ତି। ଏହା ଉପରେ କାମ ଚାଲିଛି।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହରିଭାଇ ଚୌଧୁରୀ କହିଛନ୍ତିଯେ, ପ୍ରତ୍ୟେକ ରାଜ୍ୟଙ୍କୁ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ନିର୍ଦେଶନାମ ଦିଆଯିବ। ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଏସିଡ ବ୍ରିକ୍ରିର ଅନୁମତି ଦେବେ ରାଜ୍ୟ ସରକାର। ଏହାଠାରୁ କମ ବୟସର ଲୋକଙ୍କୁ ଏସିଡ ବିକ୍ରିର ଅନୁମତି ଦିଆଯିବ ନାହିଁ । ଏହା ସହ କ୍ରେତା ଓ ବିକ୍ରେତାଙ୍କ ଫଟୋ କପି ସହ ସମ୍ପୁର୍ଣ୍ଣ ପରିଚୟକୁ ରାଜ୍ୟସରକାରଙ୍କ ଏକ ରେଜିଷ୍ଟରରେ ସଂରକ୍ଷିତ କରି ରଖିବେ। ଦରକାରବେଳେ ଏହା କାର୍ଯ୍ୟରେ ଆସିବ ବୋଲି ସେ କହିଛନ୍ତି।
ଗତ ବର୍ଷ ସାରାଦେଶରେ ୩୧୦ଟି ଏସିଡ୍ ଆକ୍ରମଣ ଘଟଣା ଘଟିଥିଲା। ଏଥିରୁ କେବଳ ଉତ୍ତରପ୍ରଦେଶରେ ୧୮୬ଟି ଏସିଡ ମାଡ ଜନିତ ମାମଲା ଦାୟର ହୋଇଛି। ସେହିପରି ମଧ୍ୟପ୍ରଦେଶରେ ୫୩ଟି ଓ ଦିଲ୍ଲୀରେ ୨୭ଟି ମାମଲା ଦାୟର ହୋଇଛି। ଏଥିରେ ସାରାଦେଶରୁ ମୋଟ ୨୦୮ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story