୫୫ ଲକ୍ଷ ପାଇବେ ନିଯୁକ୍ତି, ଅତିରିକ୍ତ ୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ୧ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଫଣ୍ଡରୁ ଦେଶର ଚାଷ ପାଇଁ ଭିତ୍ତିଭୂମି ନିର୍ମାଣ, କୃଷିଜାତ ଦ୍ରବ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ ଆଦି ହେବ ବୋଲି ସୀତାରମଣ କହିଛନ୍ତି। କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ […]

fish-rearing

fish-rearing

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 04:58 PM IST

Sports

Latest News

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ୧ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଫଣ୍ଡରୁ ଦେଶର ଚାଷ ପାଇଁ ଭିତ୍ତିଭୂମି ନିର୍ମାଣ, କୃଷିଜାତ ଦ୍ରବ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ ଆଦି ହେବ ବୋଲି ସୀତାରମଣ କହିଛନ୍ତି।

କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କୃଷି କ୍ଲଷ୍ଟର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦ ହଜାର କୋଟି। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି। ମତ୍ସ୍ୟ ପାଳନ, ଚାଷ ପାଇଁ ୧୧ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଫିସିଂ ହାର୍ବର, ମାର୍କେଟ, ମଣ୍ଡି ନିର୍ମାଣ ପାଇଁ ୯ ହଜାର କୋଟି ଦିଆଯିବ। ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି, ଏହା ଦ୍ୱାରା ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି ସୀତାରମଣ କହିଛନ୍ତି।

ପଶୁଙ୍କୁ ରୋଗରୁ ରକ୍ଷା କରିବା ପାଇଁ ବ୍ୟାପକ ଟୀକାକରଣ ଯୋଜନା କରାଯିବ, ୫୩ କୋଟି ଗୋରୁ, ଗାଈ, ମଇଁଷିଙ୍କୁ ଟୀକାକରଣ କରାଯିବ, ଟୀକାକରଣ ପାଇଁ ୧୩, ୩୪୩ କୋଟି ଖର୍ଚ୍ଚ ହେବ ବୋଲି ସୀତାରମଣ କହିଛନ୍ତି।

ସେହିପରି ଗୋପାଳନ ଡାଏରୀ ପାଇଁ ୧୫ ହଜାର କୋଟି ପାଣ୍ଠି ଯୋଗାଣ, ଦୁଗ୍ଧ ପ୍ରସେସିଂ ପ୍ଲାଣ୍ଟ, ଗୋଖାଦ୍ୟ କାରଖାନା ସ୍ଥାପନ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ।

ଭାରତ ଡାଲି, କ୍ଷୀର, ଝୁଟ ଆଦି ଅଧିକ ଉତ୍ପାଦନ କରିଥାଏ। ଛୋଟ ଏବଂ ମଧ୍ୟବିତ୍ତୀ ଚାଷୀଙ୍କ ପାଖରେ ଦେଶରେ ୮୫ ପ୍ରତିଶତ ଚାଷ ରହିଛି। ଦେଶର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କରୋନା ସଂକ୍ରମଣ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଚାଷୀଙ୍କୁ ସମର୍ଥନ କରି ଲକଡାଉନରେ ତାଙ୍କ ଉପରେ ନିୟମ କୋହଳ କରାଯାଇଛି। ଏଭଳି କରି କେନ୍ଦ୍ର ସରକାର ରବି ଫସଲ ପାଇଁ ଚାଷୀଙ୍କୁ ସହଯୋଗ କରିଛନ୍ତି। ସାମାଜିକ ଦୂରତାକୁ ନଜରରେ ରଖି ଚାଷୀଙ୍କ ପାଖରୁ କିଣିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।

ଗତ ୨ ମାସରେ ୭୪, ୩୦୦ କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ ଏମଏସପି ଜରିଆରେ କିଣାଯାଇଛି। ସେହିପରି ଗତ ୨ ମାସ ଡିବିଟି ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ଖାତାକୁ ମଧ୍ୟରେ ୧୮, ୭୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି ବୋଲି ସୀତାରମଣ କହିଛନ୍ତି। ଏମିତିକି ଫସଲ ବୀମା ଯୋଜନାରେ ୬୪୦୦ କୋଟି ଟଙ୍କା ପାଇଁ ଦାବି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story