ଅଦନରେ ସିୟା ବିଦ୍ରୋହୀଙ୍କ ଆକ୍ରମଣରେ ୫୭ ମୃତ

ଅଦନ: ସିୟା ବିଦ୍ରୋହୀ ଆଜି ୟମେନର ଦ୍ୱିତୀୟ ସହର ଅଦନ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୫୭ରୁ ଅଧିକ  ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୨ ଶିଶୁ ଓ ୫ଜଣ ମହିଳା ଅଛନ୍ତି। ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସାଉଦୀର ସମର୍ଥନ ପାଉଥିବା ସରକାରୀ ସୁରକ୍ଷା ବଳ ବିଦ୍ରୋହୀଙ୍କ ବିରୋଧରେ ନିଜ ସ୍ଥିତିକୁ ଦୃଢ କରିଛନ୍ତି। ଏହି ଘଟଣା ପ୍ରଧାନମନ୍ତ୍ରୀ ଖାଲିଦ୍ ବହାହଙ୍କ ସହରକୁ ବିଦ୍ରୋହୀଙ୍କ କବଜାରୁ […]

blast

blast

Rakesh Mallick
  • Published: Monday, 20 July 2015
  • Updated: 04 May 2017, 03:45 PM IST

Sports

Latest News

ଅଦନ: ସିୟା ବିଦ୍ରୋହୀ ଆଜି ୟମେନର ଦ୍ୱିତୀୟ ସହର ଅଦନ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୫୭ରୁ ଅଧିକ  ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୨ ଶିଶୁ ଓ ୫ଜଣ ମହିଳା ଅଛନ୍ତି।

ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସାଉଦୀର ସମର୍ଥନ ପାଉଥିବା ସରକାରୀ ସୁରକ୍ଷା ବଳ ବିଦ୍ରୋହୀଙ୍କ ବିରୋଧରେ ନିଜ ସ୍ଥିତିକୁ ଦୃଢ କରିଛନ୍ତି। ଏହି ଘଟଣା ପ୍ରଧାନମନ୍ତ୍ରୀ ଖାଲିଦ୍ ବହାହଙ୍କ ସହରକୁ ବିଦ୍ରୋହୀଙ୍କ କବଜାରୁ ମୁକ୍ତ କରାଯାଇଥିବା ଘୋଷଣା ହେବାର ମାତ୍ର ଦୁଇଦିନ ପରେ ଘଟିଛି। ଏବେ ବି ଇରାନ ସମର୍ଥିତ ବିଦ୍ରୋହୀଙ୍କର କିଛି ସ୍ଥାନରେ ବିଦ୍ରୋହ ଜାରି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story