ଆଫଗାନିସ୍ତାନରେ ବୋମା ବିସ୍ଫୋରଣ,୧୫ ମୃତ

କାବୁଲ: ଆଫଗାନିସ୍ତାର ଫାରଏବ୍ ପ୍ରଦେଶର ଅଲମର ଜିଲ୍ଲାରେ ଏକ ଜନଗହଳି ପୂର୍ଣ୍ଣ ମାକେର୍ଟରେ ବୁଧବାର ସକାଳେ ଏକ ବୋମା ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଛି।  ଏହି ବିସ୍ଫୋରଣରେ ୩୮ ଜଣ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରେ ମହିଳା, ଶିଶୁ ଥିବା ପ୍ରାଥମିକ  ସୂତ୍ରର ଜଣାପଡିଛି। ସୂଚନାଯୋଗ୍ୟ, ତାଲିବାନୀ ଆତଙ୍କବାଦୀମାନେ ଏହି ବିସ୍ଫୋରଣ କରିଥିବା ଆଫଗାନିସ୍ତାନ ଅଫିସିଆଲ ସୂତ୍ରରୁ ଜଣାପଡିଛି। ଜଣେ ଆତ୍ମଘାତୀ ସକାଳେ ଆଲମର ମାକେର୍ଟରେ  ଏହି ବିସ୍ଫୋରଣ ଘଟାଇଥିବା  ଫାଏବର ଗର୍ଭଣ୍ଣର  […]

kabul

kabul

Rakesh Mallick
  • Published: Wednesday, 22 July 2015
  • Updated: 04 May 2017, 03:45 PM IST

Sports

Latest News

କାବୁଲ: ଆଫଗାନିସ୍ତାର ଫାରଏବ୍ ପ୍ରଦେଶର ଅଲମର ଜିଲ୍ଲାରେ ଏକ ଜନଗହଳି ପୂର୍ଣ୍ଣ ମାକେର୍ଟରେ ବୁଧବାର ସକାଳେ ଏକ ବୋମା ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଛି।  ଏହି ବିସ୍ଫୋରଣରେ ୩୮ ଜଣ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରେ ମହିଳା, ଶିଶୁ ଥିବା ପ୍ରାଥମିକ  ସୂତ୍ରର ଜଣାପଡିଛି।

ସୂଚନାଯୋଗ୍ୟ, ତାଲିବାନୀ ଆତଙ୍କବାଦୀମାନେ ଏହି ବିସ୍ଫୋରଣ କରିଥିବା ଆଫଗାନିସ୍ତାନ ଅଫିସିଆଲ ସୂତ୍ରରୁ ଜଣାପଡିଛି। ଜଣେ ଆତ୍ମଘାତୀ ସକାଳେ ଆଲମର ମାକେର୍ଟରେ  ଏହି ବିସ୍ଫୋରଣ ଘଟାଇଥିବା  ଫାଏବର ଗର୍ଭଣ୍ଣର  ଅବଦୁଲ ସଟର ବରିଜ୍ କହିଛନ୍ତି। ଆମେରିକା ଗତ ଡିସେମ୍ବରରେ ନାଟୋ ସେନା  ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବା ସହ ସ୍ଥାନୀୟ ସୁରକ୍ଷା କର୍ମୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। କିନ୍ତୁ ୧୩ହଜାର ସୈନିକ ଆତଙ୍କବାଦୀ ଅପରେସନ ତାଲିମ ଦେବାକୁ  ସେଠାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story