ଆତଙ୍କୀ ରିଆଜ ନାଇକୁର ମୃତ୍ୟୁ ପରେ ଚିନ୍ତାରେ ହିଜବୁଲ ମୁଖିଆ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ହିଜବୁଲର ଟପ୍ କମାଣ୍ଡର ରିଆଜୁ ନାଇକୁ ନିପାତ ହୋଇଛି। ଏବେ ଅନ୍ତର୍ଜାତୀୟ ଆତଙ୍କୀର ମାନ୍ୟତା ପାଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟଦ ସଲ୍ଲାଉଦ୍ଦିନ୍ ଏବେ ଚିନ୍ତାରେ। ସଲ୍ଲାଉଦ୍ଦିନର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଭାରତର ପଲା ଭାରି ରହିଛି ବୋଲି ନିଜେ କହିଛି। ରିଆଜ ନାଇକୁର ମୃତ୍ୟୁରେ ଶୋକସଭା ଆୟୋଜନ ଅବସରରେ ଏଭଳି କହିଛି ସୟଦ। #WATCH […]

salahuddin

salahuddin

Subhransu Sekhar
  • Published: Saturday, 09 May 2020
  • Updated: 09 May 2020, 10:18 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ହିଜବୁଲର ଟପ୍ କମାଣ୍ଡର ରିଆଜୁ ନାଇକୁ ନିପାତ ହୋଇଛି। ଏବେ ଅନ୍ତର୍ଜାତୀୟ ଆତଙ୍କୀର ମାନ୍ୟତା ପାଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟଦ ସଲ୍ଲାଉଦ୍ଦିନ୍ ଏବେ ଚିନ୍ତାରେ। ସଲ୍ଲାଉଦ୍ଦିନର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଭାରତର ପଲା ଭାରି ରହିଛି ବୋଲି ନିଜେ କହିଛି। ରିଆଜ ନାଇକୁର ମୃତ୍ୟୁରେ ଶୋକସଭା ଆୟୋଜନ ଅବସରରେ ଏଭଳି କହିଛି ସୟଦ।

https://twitter.com/ANI/status/1259099411445153792

ସେ ଆହୁରି କହିଛି, ରିଆଜ ୨୦୧୭ରେ ହିଜବୁଲର ନେତୃତ୍ୱ ନେଇଥିଲା। ଶତ୍ରୁ ପାଇଁ ସେ ଅଡୁଆ ସୃଷ୍ଟି କରୁଥିଲା। ତା’ ଉପରେ ଭାରତ ସରକାର ମଧ୍ୟ ପୁରଷ୍କାର ଘୋଷଣା କରିଥିଲେ। ରିଆଜ ‘ଶହୀଦ’ ହୋଇଛି। ତା’ର ମୃତ୍ୟୁରେ ମୁଁ ମର୍ମାହତ ବୋଲି ସୟଦ କହିଛି। ଜାନୁଆରୀ ୧ରୁ ଏଯାବତ ୮୦ ମୁଜାହିଦ୍ଦିନ ‘ଶହୀଦ’ ହୋଇଛନ୍ତି। ସମସ୍ତେ ଉଚ୍ଚ ଶିକ୍ଷିତ ଥିଲେ ବୋଲି ଆତଙ୍କବାଦୀ ସୟଦ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story