ଟ୍ରମ୍ପଙ୍କ ଆହ୍ୱାନକ୍ରମେ କାମରେ ଯୋଗ ଦେଇଥିବା ହଜାରେରୁ ଅଧିକ କରୋନାରେ ଆକ୍ରାନ୍ତ

ନ୍ୟୁୟର୍କ: ଆମେରିକାରେ ନିରନ୍ତର ଭାବରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାରି ଭିତରେ ଦେଶର ଅର୍ଥନୀତିକୁ ସଜାଡିବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲକଡାଉନ୍ ନିୟମ କୋହଳ କରିଛନ୍ତି। ଯାହାର ପରିମାଣ ଏବେ ଓଲଟା ପଡ଼ିଛି। ଟ୍ରମ୍ପଙ୍କ ଆହ୍ୱାନ କ୍ରମେ ଯେଉଁମାନେ କାମରେ ଯୋଗ ଦେଇଥିଲେ ସେଥିମଧ୍ୟରୁ ପ୍ରାୟ ହଜାରରେ ଅଧିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତମାନେ ମାଂସ ପ୍ୟାକିଂ ଦୋକାନ, କୁକୁଡା ଫାର୍ମରେ କାମ କରୁଥିଲେ। ଏବେ ଏହି ସ୍ଥାନ […]

Trump

Trump

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 12:47 PM IST

Sports

Latest News

ନ୍ୟୁୟର୍କ: ଆମେରିକାରେ ନିରନ୍ତର ଭାବରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାରି ଭିତରେ ଦେଶର ଅର୍ଥନୀତିକୁ ସଜାଡିବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲକଡାଉନ୍ ନିୟମ କୋହଳ କରିଛନ୍ତି। ଯାହାର ପରିମାଣ ଏବେ ଓଲଟା ପଡ଼ିଛି। ଟ୍ରମ୍ପଙ୍କ ଆହ୍ୱାନ କ୍ରମେ ଯେଉଁମାନେ କାମରେ ଯୋଗ ଦେଇଥିଲେ ସେଥିମଧ୍ୟରୁ ପ୍ରାୟ ହଜାରରେ ଅଧିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତମାନେ ମାଂସ ପ୍ୟାକିଂ ଦୋକାନ, କୁକୁଡା ଫାର୍ମରେ କାମ କରୁଥିଲେ। ଏବେ ଏହି ସ୍ଥାନ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ି ଚାଲିଛି।

ଆମେରିକାର ଟେକ୍ସାସ ପ୍ରାନ୍ତ ଅଷ୍ଟିନ୍‌ର ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ କିଛି ଲୋକ କାମକୁ ଫେରିଥିଲେ ଯେଉଁମାନେ ସମସ୍ତେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ସେହିପରି ହ୍ୱାଇଟ୍‌ ହାଉସ୍‌ର ଟ୍ରମ୍ପଙ୍କ ସହଯୋଗୀ, ଝିଅ ଇଭାଙ୍କାଙ୍କ ସହଯୋଗୀ ଓ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ପ୍ରେସ୍ ସେକ୍ରେଟରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୦୮,୬୩୬ ହୋଇଛି। ମୃତକଙ୍କ ସଂଖ୍ୟା ୮୩, ୪୨୫କୁ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଆମେରିକା ସିନେଟର ବିଶେଷଜ୍ଞ ଡାକ୍ତର ଏନ୍ଥନୀ ଫାସୀ ଲକ୍‌ ଡାଉନ ଅବଧି ବଢାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଅର୍ଥନୀତି ଖରାପ ହେଉଥିବ ଦେଖି ଟ୍ରମ୍ପ ଲକ୍‌ଡାଉନ ହଟାଇବା ପାଇଁ ଯୋଜନା କରୁଛନ୍ତି।

୨୧୦ଟି ଦେଶକୁ ଏହି ମହାମାରୀ ବ୍ୟାପିଛି। ଏଯାବତ ସାରା ବିଶ୍ୱରେ ୪,୩୪୨, ୩୫୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୯୨,୮୯୩ ଜଣଙ୍କର ମୃତ୍ୟୁ ଘଟିଛି। ସେହଭଳି ୧,୬୦୨,୪୪୩ ଜଣ ଆରୋଗ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story