ପୁଣି ଥରେ ବେଙ୍ଗାଲୁରୁରେ ମହିଳାଙ୍କୁ ଅସଦାଚରଣ

ବେଙ୍ଗାଲୁରୁ: ନୂଆ ବର୍ଷରେ ବେଙ୍ଗାଲୁରୁରେ ମହିଳାଙ୍କୁ ଅସଦାଚରଣ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଭିନ୍ନ ମହଲରୁ ଏହି ଘଟଣାକୁ ସମାଲୋଚନା କରାଯାଥିଲା। ଏସବୁ ସତ୍ତ୍ୱେ ବେଙ୍ଗାଲୁରୁରେ ପୁଣିଥରେ ଏକ ବୁର୍ଖା ପିନ୍ଧିଥିବା ମହିଳାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଖବର ମୁତାବକ ବେଙ୍ଗାଲୁରୁର କୈଜି ଅଞ୍ଚଳରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ଦିନ ବେଳେ ଏକୁଟିଆ ଯାଉଥିବା ସମୟରେ ଜଣେ ଅସାମାଜିକ ଯୁବକ ତାଙ୍କୁ ଆକ୍ରମଣ କରିଥିଲା। ସାହାଯ୍ୟ ପାଇଁ ମହିଳା […]

burkha-lady

burkha-lady

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 02:37 PM IST

Sports

Latest News

ବେଙ୍ଗାଲୁରୁ: ନୂଆ ବର୍ଷରେ ବେଙ୍ଗାଲୁରୁରେ ମହିଳାଙ୍କୁ ଅସଦାଚରଣ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଭିନ୍ନ ମହଲରୁ ଏହି ଘଟଣାକୁ ସମାଲୋଚନା କରାଯାଥିଲା। ଏସବୁ ସତ୍ତ୍ୱେ ବେଙ୍ଗାଲୁରୁରେ ପୁଣିଥରେ ଏକ ବୁର୍ଖା ପିନ୍ଧିଥିବା ମହିଳାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଖବର ମୁତାବକ ବେଙ୍ଗାଲୁରୁର କୈଜି ଅଞ୍ଚଳରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ଦିନ ବେଳେ ଏକୁଟିଆ ଯାଉଥିବା ସମୟରେ ଜଣେ ଅସାମାଜିକ ଯୁବକ ତାଙ୍କୁ ଆକ୍ରମଣ କରିଥିଲା। ସାହାଯ୍ୟ ପାଇଁ ମହିଳା ଚିତ୍କାର କରିଥିଲେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ମିଳି ନଥିଲା। ତେବେ ଘଟଣାର ସମସ୍ତ ତଥ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା। ସିସିଟିଭି ଫୁଟେଜ୍‌କୁ ଆଧାର କରି ଆକ୍ରମଣକାରୀକୁ ଖୋଜାଯାଉଛି ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story