ଅଗଷ୍ଟରେ ବିଦେଶ ଯିବେ କେଜରିୱାଲ

ନୂଆଦିଲ୍ଲୀ: କାନାଡା ଓ ଅଷ୍ଟ୍ରେଲିଆ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା। ୨୦୧୭ରେ ପଞ୍ଚାବ ବିଧାନସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେଜିରିୱାଲ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। ଏହି ଦୁଇ ଦେଶରେ ବହୁ ପଞ୍ଜାବି ଭୋଟର ରହୁଛନ୍ତି । ଏଠାରେ ସିରୋମଣି ଅକାଳି ଦଳକୁ ବିରୋଧ କରାଯାଉ ଥିବାରୁ ଆମ୍ ଆଦମୀ ପାର୍ଟି ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛି। ନିକଟ ଅତୀତରେ ସିରୋମଣି ଅକାଳି ଦଳର ଜଣେ ନେତା କାନାଡା ଓ ଆମେରିକା ଗସ୍ତରେ ଯାଇଥିଲେ । ଏହି ଦୁଇ ଦେଶର ବିଭିନ୍ନ ସହରରେ ସମ୍ପୃକ୍ତ ନେତାଙ୍କୁ ପଞ୍ଜାବି ପ୍ରବାସୀ ଭାରତୀୟଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଆପ୍ ଏଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହ ନିଜ ସପକ୍ଷରେ ନେବାକୁ ଯୋଜନା କରିଛି ।

ସୂଚନାସାରେ, ଅରବିନ୍ଦ କେଜରିୱାଲା ଆସନ୍ତା ମାସରେ ଅଷ୍ଟ୍ରେଲିଆର ସଡନୀ ଓ ମେଲବର୍ଣ୍ଣ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ପ୍ରବାସୀ ଭାରତୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା କେଜରିୱାଲଙ୍କର ପ୍ରବାସୀ ଭାରତୀଙ୍କ ସହ ପ୍ରଥମ ସାକ୍ଷାତ ହେବ। କେଜରିୱାଲଙ୍କ ସହ ପଞ୍ଜାବର ଦଳୀୟ ନେତାମାନେ ଗସ୍ତ କରିବେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ

ସୀମା ବିବାଦ: ଚାଇନାକୁ କାଉଣ୍ଟର ପାଇଁ ଦ୍ରୁତଗାମୀ ଡଙ୍ଗା ପଠାଇବ ଭାରତ

ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ବଢ଼ିଲା ‘ମହାରାଜା’ଙ୍କ ଦବଦବା

‘ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ନେପାଳରେ ରାଜନୀତିକ ହଟଚମଟ, ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍ ଓଲି

ଟ୍ରମ୍ପଙ୍କ ବିରୋଧୀ ବିଡେନ କହିଲେ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ

ଭୂସ୍ଖଳନରୁ ୫୦ ମୃତ, ଅନେକ ନିଖୋଜ

୩ ବର୍ଷର ଛୁଆକୁ ଆତଙ୍କବାଦୀଙ୍କ ଗୁଳିରୁ ଉଦ୍ଧାର କରିଥିବା ଯବାନ କିଏ?

ଥାନାରେ ବାପ-ପୁଅଙ୍କ ମୃତ୍ୟୁ ଅଭିଯୋଗ, ତିନି ପୁଲିସ ଗିରଫ

ଭାରତ ସହିତ ବିବାଦ ବଢ଼ିବା ପରେ ନେପାଳ ସହ ସମ୍ପର୍କ ବଢ଼ାଇବାକୁ ପାକ୍ ଇଚ୍ଛୁକ

ଜୁଲାଇ ୪ ପରେ ବଦଳିବ ପାଣିପାଗ!

ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

ଫେରିବ ଶାନ୍ତି, ଲଦାଖ ସୀମାରୁ ସେନା ପ୍ରତ୍ୟାହାର କରିବେ ଦୁଇ ଦେଶ!