ଅଗଷ୍ଟରେ ବିଦେଶ ଯିବେ କେଜରିୱାଲ

ନୂଆଦିଲ୍ଲୀ: କାନାଡା ଓ ଅଷ୍ଟ୍ରେଲିଆ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା। ୨୦୧୭ରେ ପଞ୍ଚାବ ବିଧାନସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେଜିରିୱାଲ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। ଏହି ଦୁଇ ଦେଶରେ ବହୁ ପଞ୍ଜାବି ଭୋଟର ରହୁଛନ୍ତି । ଏଠାରେ ସିରୋମଣି ଅକାଳି ଦଳକୁ ବିରୋଧ କରାଯାଉ ଥିବାରୁ ଆମ୍ ଆଦମୀ ପାର୍ଟି ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛି। ନିକଟ ଅତୀତରେ […]

app

app

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 01:18 PM IST

Sports

Latest News

ନୂଆଦିଲ୍ଲୀ: କାନାଡା ଓ ଅଷ୍ଟ୍ରେଲିଆ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା। ୨୦୧୭ରେ ପଞ୍ଚାବ ବିଧାନସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେଜିରିୱାଲ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। ଏହି ଦୁଇ ଦେଶରେ ବହୁ ପଞ୍ଜାବି ଭୋଟର ରହୁଛନ୍ତି । ଏଠାରେ ସିରୋମଣି ଅକାଳି ଦଳକୁ ବିରୋଧ କରାଯାଉ ଥିବାରୁ ଆମ୍ ଆଦମୀ ପାର୍ଟି ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛି। ନିକଟ ଅତୀତରେ ସିରୋମଣି ଅକାଳି ଦଳର ଜଣେ ନେତା କାନାଡା ଓ ଆମେରିକା ଗସ୍ତରେ ଯାଇଥିଲେ । ଏହି ଦୁଇ ଦେଶର ବିଭିନ୍ନ ସହରରେ ସମ୍ପୃକ୍ତ ନେତାଙ୍କୁ ପଞ୍ଜାବି ପ୍ରବାସୀ ଭାରତୀୟଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଆପ୍ ଏଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହ ନିଜ ସପକ୍ଷରେ ନେବାକୁ ଯୋଜନା କରିଛି ।

ସୂଚନାସାରେ, ଅରବିନ୍ଦ କେଜରିୱାଲା ଆସନ୍ତା ମାସରେ ଅଷ୍ଟ୍ରେଲିଆର ସଡନୀ ଓ ମେଲବର୍ଣ୍ଣ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ପ୍ରବାସୀ ଭାରତୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା କେଜରିୱାଲଙ୍କର ପ୍ରବାସୀ ଭାରତୀଙ୍କ ସହ ପ୍ରଥମ ସାକ୍ଷାତ ହେବ। କେଜରିୱାଲଙ୍କ ସହ ପଞ୍ଜାବର ଦଳୀୟ ନେତାମାନେ ଗସ୍ତ କରିବେ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story