ମୋଦିଙ୍କ ବିଫଳତା ଉପରେ ହାଭାର୍ଡରେ ପାଠ ପଢ଼ା ହେବ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। କୋଭିଡ-19, ନୋଟବନ୍ଦୀ ଏବଂ ଜିଏସଟି ଠିକ୍ ଭାବରେ ଲାଗୁ କରିବାରେ ବିଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ଦିନରେ ଏହି ବିଫଳତା ପାଠ୍ୟ ଖସଡାରେ ସାମିଲ ହେବ ବୋଲି ରାହୁଲ କହିଛନ୍ତି। ଏହି ବିଫଳ ନୀତି ପାଇଁ ହାଭାର୍ଡ ବିଜନେସ ସ୍କୁଲରେ ଗବେଷଣା ହେବ ବୋଲି ରାହୁଲ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ୱୋଧନ କରୁଥିବାର ଏକ ଭିଡିଓକୁ ଶେୟାର କରି ରାହୁଲ ଗାନ୍ଧୀ ଟୁଇଟ୍ କରିଛନ୍ତି। ଏଥିସହିତ ଏକ ଗ୍ରାଫ ମଧ୍ୟ ଶେୟାର କରିଛନ୍ତି ରାହୁଲ। ଏହି ଗ୍ରାଫରେ କରୋନା ମାମଲାରେ ଭାରତର ସ୍ଥିତି ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ

ଗେହଲଟଙ୍କ ନିକମା ଶବ୍ଦରେ ଆଘାତ ପାଇଥିବା କହିଲେ ସଚିନ ପାଇଲଟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ନୂଆ ଆଇନ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅକୁ ମିଳିବ ସମ୍ପତ୍ତିର ଭାଗ

ବର୍ଷକ ପରେ ଜମ୍ମୁ-କଶ୍ମୀରକୁ ଫେରିବ ୪ଜି ଇଣ୍ଟରନେଟ ସେବା

ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୫ ହଜାର ପାର, ଦିନକରେ ୮୭୧ ମୃତ