ଏୟାରବ୍ରିଜରେ ପିଟି ହେଲା ଗୋ ଏୟାର ବିମାନ

ନୂଆଦିଲ୍ଲୀ: ମୁମ୍ୱାଇରୁ ଉଡାଣ କରିଥିବା ଗୋ ଏୟାରର ଏକ ବିମାନ ଚେନ୍ନାଇ ଠାରେ ଏକ ଏୟାରବ୍ରିଜରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୬୮ ଯାତ୍ରୀ ଥିଲେ। ଏୟାର ବ୍ରିଜରେ ଧକ୍କା ହେବା ଫଳରେ ବିମାନର କିଛି ଅଂଶ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା  ସୂଚନା ମିଳିଛି।

goair-

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 08:54 AM IST

Related story