ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ପାର୍ଲାମେଣ୍ଟର ଶୀତ ଅଧିବେଶନ।ଏହି ଅଧିବେଶନରେ ଗୃହକୁ ସୁରୁଖୁରରେ ଚଳାଇବା ସରକାରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। କାରଣ ଅସହିଷ୍ଣୁତା ପ୍ରସଙ୍ଗ ସମେତ ବିଭିନ୍ନ ବିଷୟକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ। ତେବେ ଏସବୁ ପ୍ରସଙ୍ଗରେ ବିରୋଧୀଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ସରକାର। ଗତକାଲି ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବୈଠକକୁ ଆସିବା ସହ […]

parlament

parlament

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 02:43 AM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ପାର୍ଲାମେଣ୍ଟର ଶୀତ ଅଧିବେଶନ।ଏହି ଅଧିବେଶନରେ ଗୃହକୁ ସୁରୁଖୁରରେ ଚଳାଇବା ସରକାରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। କାରଣ ଅସହିଷ୍ଣୁତା ପ୍ରସଙ୍ଗ ସମେତ ବିଭିନ୍ନ ବିଷୟକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ। ତେବେ ଏସବୁ ପ୍ରସଙ୍ଗରେ ବିରୋଧୀଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ସରକାର। ଗତକାଲି ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବୈଠକକୁ ଆସିବା ସହ ଗୃହ ଚଳାଇବାରେ ସହଯୋଗ କରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି। ସଂସଦଠାରୁ ଦେଶବାସୀ ବହୁ ଆଶା ରଖିଥିବା ସେ କହିଛନ୍ତି। ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଶୀତ ଅଧିବେଶନରେ ସରକାର ଗୁରୁତ୍ବରୂପୂର୍ଣ୍ଣ ଜିଏସଟି ବିଲ୍ ପାରିତ କରାଇବା ଲକ୍ଷ୍ୟରେ ଅଛନ୍ତି। ତେବେ କଂଗ୍ରେସ ସମେତ ଅନ୍ୟ ବିରୋଧୀଦଳ ଅସହିଷ୍ଣୁତା ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିପାରନ୍ତି।

ଲୋକସଭାର ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି ଯେ ଜିଏସଟିର ନେଇ ବିଜେଡିର ସଂଶୋଧନ ପ୍ରସ୍ତାବ ରହିଛି। ଆଗରୁ ମଧ୍ୟ ରହିଥିଲା। ଲୋକସଭାରେ ବିଜେଡି ପକ୍ଷରୁ ସଂଶୋଧନ ପ୍ରସ୍ତାବ ଦେଇଥିଲୁ କିନ୍ତୁ ଏହା କାଟ୍ ଖାଇଲା। ରାଜ୍ୟସଭାରେ ଏହାକୁ ନେଇ ଦଳରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ ଦଳ କେନ୍ଦ୍ରରେ ନିଜର ମତ ଉପସ୍ଥାପନ କରିବ।

କଂଗ୍ରେସର ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ ଅସହିଷ୍ଣୁତା, ଜିଏସଟି ନେଇ ଶାସକ ଦଳକୁ ନୋଟିସ ଜାରି କରାଯାଇଛି। ଓଡ଼ିଶା ପରିପ୍ରେକ୍ଷୀରେ ମରୁଡି ଓ ଚାଷୀ ଆତ୍ମହତ୍ୟା ମୁଖ୍ୟପ୍ରସଙ୍ଗ ରହିବ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଥିବାରୁ ଦଳ ପ୍ରସ୍ତୁତ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story