ଶହୀଦ୍‌ଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଅଭିନେତା ଅକ୍ଷୟ କୁମାର

ଜୟପୁର: ଆସାମର ଉଲଫା ଉଗ୍ରବାଦୀଙ୍କ ସହ ଯୁଦ୍ଧ କରି ଶହୀଦ୍‌ ହୋଇଥିବା ଜୈସାଲମେରର ନରପତସିଂହ ରାଠୋଡ୍‌ଙ୍କ ପରିବାରକୁ ବଲିଉଡ ଅଭିନେତା ଅକ୍ଷୟ କୁମାର ସହାୟତାର ହାତ ବଢ଼ାଛନ୍ତି। ଅକ୍ଷୟ କୁମାର ଶହୀଦ୍‌ଙ୍କ ପରିବାରଙ୍କୁ ନଅ ଲକ୍ଷ ଟଙ୍କାର ଅର୍ଥରାଶିର ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ଶହୀଦଙ୍କ ପତ୍ନୀଙ୍କ ସହ ଫୋନରେ କଥା ହେବା ସହ ଆଗକୁ ଆବଶ୍ୟକ ରହିଲେ ମଧ୍ୟ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

akshay-kumar

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 01:39 PM IST

ଜୟପୁର: ଆସାମର ଉଲଫା ଉଗ୍ରବାଦୀଙ୍କ ସହ ଯୁଦ୍ଧ କରି ଶହୀଦ୍‌ ହୋଇଥିବା ଜୈସାଲମେରର ନରପତସିଂହ ରାଠୋଡ୍‌ଙ୍କ ପରିବାରକୁ ବଲିଉଡ ଅଭିନେତା ଅକ୍ଷୟ କୁମାର ସହାୟତାର ହାତ ବଢ଼ାଛନ୍ତି। ଅକ୍ଷୟ କୁମାର ଶହୀଦ୍‌ଙ୍କ ପରିବାରଙ୍କୁ ନଅ ଲକ୍ଷ ଟଙ୍କାର ଅର୍ଥରାଶିର ସହାୟତା ପ୍ରଦାନ କରିଛନ୍ତି।

ଏହାଛଡ଼ା ଶହୀଦଙ୍କ ପତ୍ନୀଙ୍କ ସହ ଫୋନରେ କଥା ହେବା ସହ ଆଗକୁ ଆବଶ୍ୟକ ରହିଲେ ମଧ୍ୟ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story