PUBG ଆଉଟ୍ FAU-G ଇନ୍, ଅକ୍ଷୟ କୁମାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଏବେ ପବଜୀର ଯୁଗ ଶେଷ। ଭାରତୀୟ ଜ୍ଞାନ କୌଶଳ ସହ ଆସିବ ଫୌଜୀ ଗେମ୍। ପବଜୀକୁ ବ୍ୟାନ୍ କରିବାର ଗୋଟିଏ ସପ୍ତାହ ପୂରିବା ଆଗରୁ ଏଭଳି ବଡ଼ ଖବର ଆସିଛି। ଅଭିନେତା ଅକ୍ଷୟ କୁମାର ନିଜ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି ଏହି ଗେମର ନାମ FAUG ରଖାଯିବ। ସେ ଏହାର ଏକ ପୋଷ୍ଟର ମଧ୍ୟ ଅପଲୋଡ୍ କରିଛନ୍ତି। Supporting PM @narendramodi’s AtmaNirbhar movement, proud to present an action game,Fearless And […]

Akshay

Akshay

Subrat Kumar Nayak
  • Published: Friday, 04 September 2020
  • Updated: 04 September 2020, 06:20 PM IST

Sports

Latest News

ନୂଆଦିଲ୍ଲୀ: ଏବେ ପବଜୀର ଯୁଗ ଶେଷ। ଭାରତୀୟ ଜ୍ଞାନ କୌଶଳ ସହ ଆସିବ ଫୌଜୀ ଗେମ୍। ପବଜୀକୁ ବ୍ୟାନ୍ କରିବାର ଗୋଟିଏ ସପ୍ତାହ ପୂରିବା ଆଗରୁ ଏଭଳି ବଡ଼ ଖବର ଆସିଛି। ଅଭିନେତା ଅକ୍ଷୟ କୁମାର ନିଜ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି ଏହି ଗେମର ନାମ FAUG ରଖାଯିବ। ସେ ଏହାର ଏକ ପୋଷ୍ଟର ମଧ୍ୟ ଅପଲୋଡ୍ କରିଛନ୍ତି।

https://twitter.com/akshaykumar/status/1301832896185954304?s=20

ସେ ଏହି ଟ୍ୱିଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିଭର୍ର ଅଭିଯାନକୁ ସମଥର୍ନ କରି ଗବର୍ର ସହ ଏକ ଆକସନ୍ ଗେମ୍, ଫିଅରଲେସ୍ ଆଣ୍ଡ ୟୁନାଇଟେଡ୍ ଗାଡର୍ସ୍ FAUG ବାବଦରେ ଘୋଷଣା କରୁଛି। ଏହାର ୨୦% ଆୟ ଭାରତ୍ କେ ବୀର ଟ୍ରଷ୍ଟକୁ ଦିଆଯିବ।

ସୂଚନାଯୋଗ୍ୟ ଯେ, ଏହି ଟ୍ରଷ୍ଟ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଗଠିତ। ଦେଶର ବୀର ଯବାନଙ୍କ ସ୍ମୃତିରେ ଏବଂ ସେମାନଙ୍କ ସମଥର୍ନ ପାଇଁ ଏହି ଟ୍ରଷ୍ଟ ଗଠିତ। ଏହି ୱେବସାଇଟ୍ ଜରିଆରେ ଲୋକେ ୧୫ ଲକ୍ଷ ଟଙ୍କା ଯାଏ ଦାନ କରିପାରୁଛନ୍ତି। ଏହି ଅର୍ଥ ସୀମାରେ ଲଢ଼ୁଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ ।

ଏହି ଖବର ଆସିବା ପରେ ଲୋକେ କେମିତି ପ୍ରତିକ୍ରିୟା ରଖିଛନ୍ତି ଟିକେ ନଜର ପକାନ୍ତୁ-

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story