ମାର୍ଚ୍ଚ ୩୧ ଯାଏ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ଛୁଟି ଘୋଷଣା
ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ପାଇଁ ୩୧ ମାର୍ଚ୍ଚ ଯାଏ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି। ଶୁକ୍ରବାର ପାଖରୁ ଏହି ଛୁଟି ଘୋଷଣା କରିଛନ୍ତି ସରକାର। ଏହାସହିତ ଦିଲ୍ଲୀ ସରକାର ସମସ୍ତ ସ୍କୁଲ ଓ ସରକାରୀ ଅଫିସରେ ବାୟୋମ୍ୟାଟ୍ରିକ ଆଟେଣ୍ଡାନ୍ସ ଉପରେ […]
ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ପାଇଁ ୩୧ ମାର୍ଚ୍ଚ ଯାଏ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି। ଶୁକ୍ରବାର ପାଖରୁ ଏହି ଛୁଟି ଘୋଷଣା କରିଛନ୍ତି ସରକାର।
ଏହାସହିତ ଦିଲ୍ଲୀ ସରକାର ସମସ୍ତ ସ୍କୁଲ ଓ ସରକାରୀ ଅଫିସରେ ବାୟୋମ୍ୟାଟ୍ରିକ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଇଛନ୍ତି।