ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଇଡିର ସମନ୍‌

ନୂଆଦିଲ୍ଲୀ: ବେଆଇନ ବିଦେଶୀ ପୁଞ୍ଜି ବିନିଯୋଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପୁଅଙ୍କୁ ସମନ କରିଛି। ଏହାପୂର୍ବରୁ ଇଡି ୨୦୧୬ରେ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଉଲ୍ଲଙ୍ଘନ ମାମଲାରେ ଅମରିନ୍ଦରଙ୍କ ପୁଅ ରନିନନ୍ଦରଙ୍କୁ ସମନ କରିଥିଲା। ସେତେବେଳେ ତାଙ୍କୁ ସ୍ୱିଜରଲ୍ୟାଣ୍ଡଙ୍କୁ ଟଙ୍କା ନେଣଦେଶ ଓ ଟ୍ରଷ୍ଟ ଗଠନ ଘଟଣାରେ ପଚରାଉଚରା କରାଯାଇଥିଲା। ସେହିପରି ଆୟକର ବିଭାଗ ମଧ୍ୟ ଘଟଣାର ତଦନ୍ତ କରିଛି ଓ ପଞ୍ଜାବର ଗୋଟିଏ କୋର୍ଟରେ ମାମଲା ରୁଜୁ କରାଯାଇଛି। […]

ty

Hemant Lenka
  • Published: Friday, 23 October 2020
  • , Updated: 23 October 2020, 08:50 PM IST

ନୂଆଦିଲ୍ଲୀ: ବେଆଇନ ବିଦେଶୀ ପୁଞ୍ଜି ବିନିଯୋଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପୁଅଙ୍କୁ ସମନ କରିଛି। ଏହାପୂର୍ବରୁ ଇଡି ୨୦୧୬ରେ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଉଲ୍ଲଙ୍ଘନ ମାମଲାରେ ଅମରିନ୍ଦରଙ୍କ ପୁଅ ରନିନନ୍ଦରଙ୍କୁ ସମନ କରିଥିଲା।

ସେତେବେଳେ ତାଙ୍କୁ ସ୍ୱିଜରଲ୍ୟାଣ୍ଡଙ୍କୁ ଟଙ୍କା ନେଣଦେଶ ଓ ଟ୍ରଷ୍ଟ ଗଠନ ଘଟଣାରେ ପଚରାଉଚରା କରାଯାଇଥିଲା। ସେହିପରି ଆୟକର ବିଭାଗ ମଧ୍ୟ ଘଟଣାର ତଦନ୍ତ କରିଛି ଓ ପଞ୍ଜାବର ଗୋଟିଏ କୋର୍ଟରେ ମାମଲା ରୁଜୁ କରାଯାଇଛି। ଏବେ ତାଙ୍କୁ ପୁଣି ସେହି ମାମଲାରେ ପଚରାଉଚରା କରାଯିବ ବୋଲି ଇଡି ସମନ କରିଛି।

Related story