ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ଫଶିଗଲା ଆମ୍ୱୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ଜାମସେଦପୁର: ଝାଡ଼ଖଣ୍ଡ ଜାମସେଦପୁର ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ବନ୍ନା ଗୁପ୍ତା ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିର୍ବାଚନମଣ୍ଡଳୀକୁ ଆସିଥିଲେ। ଏହି କଂଗ୍ରେସ ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ନେତାଙ୍କ ପାଖରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ହେଲେ ଏହି ସ୍ୱାଗତ ସମାରୋହ ବେଳେ ଭିଡ଼ କାରଣରୁ ୫ଟି ଆମ୍ୱୁଲାନ୍ସ ଫଶିଯାଇଥିଲା। ଫଳରେ ଜଣେ ରୋଗୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘାଟିଶିଲା ପଟୁ ମନ୍ତ୍ରୀ ବନ୍ନା ଗୁପ୍ତା ନିଜର ପ୍ରୋଟୋକଲ ସହିତ […]

JHARKHAND AMBULANCE

JHARKHAND AMBULANCE

Subhransu Sekhar
  • Published: Monday, 03 February 2020
  • Updated: 03 February 2020, 03:25 PM IST

Sports

Latest News

ଜାମସେଦପୁର: ଝାଡ଼ଖଣ୍ଡ ଜାମସେଦପୁର ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ବନ୍ନା ଗୁପ୍ତା ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିର୍ବାଚନମଣ୍ଡଳୀକୁ ଆସିଥିଲେ। ଏହି କଂଗ୍ରେସ ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ନେତାଙ୍କ ପାଖରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ହେଲେ ଏହି ସ୍ୱାଗତ ସମାରୋହ ବେଳେ ଭିଡ଼ କାରଣରୁ ୫ଟି ଆମ୍ୱୁଲାନ୍ସ ଫଶିଯାଇଥିଲା। ଫଳରେ ଜଣେ ରୋଗୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଘାଟିଶିଲା ପଟୁ ମନ୍ତ୍ରୀ ବନ୍ନା ଗୁପ୍ତା ନିଜର ପ୍ରୋଟୋକଲ ସହିତ ସହର ଭିତରକୁ ସକାଳ ୧୧ଟା ବେଳେ ପ୍ରବେଶ କରିଥିଲା। ଏହି ସମୟରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଉଥିଲା। ମାନଗୋ ପହଞ୍ଚିବା ପାଇଁ ଅପରାହ୍ନ ୧ଟା ୩୦ ହୋଇଯାଇଥିଲା। ଏହି ସମୟରେ ୫ଟି ଆମ୍ୱୁଲାନ୍ସ ଡିମନା ଏବଂ ପାରଡିହରେ ଫଶିଯାଇଥିଲା। ଏହି ସମୟରେ ଆମ୍ୱୁଲାନ୍ସରେ ଥିବା ସରାୟକେଲା ନିବାସୀ ତାପସଙ୍କର ମୃତ୍ୟୁ ଘଟିଛି।

ରୋଗୀର ମୃତ୍ୟୁ ପରେ ଭିଡ଼ରେ ଫଶିଥିବା ସାଧାରଣ ଲୋକଙ୍କର ମଧ୍ୟ ଆକ୍ରୋଶ ଦେଖିବାକୁ ମିଳିଥିଲା। ଆମ୍ୱୁଲାନ୍ସରେ ରୋଗୀଙ୍କ ମୃତ୍ୟୁ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି ବିଜେପି। ଝାଡ଼ଖଣ୍ଡ ବିଜେପିର ଶାହଦେବ ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜେପିକୁ କାଉଣ୍ଟର କରିବାକୁ ଯାଇ କହିଛନ୍ତି, ବିଜେପି ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବା ପାଇଁ ଏଭଳି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story