କଂଗ୍ରେସ ହିନ୍ଦୁ ମୁସଲିମ୍ ରାଜନୀତି କରୁଛି: ଶାହ

ଗିରିଡିହି: କଂଗ୍ରେସ ହିନ୍ଦୁ ମୁସଲିମଙ୍କୁ ନେଇ ରାଜନୀତି କରୁଛି। ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ମୁସଲିମ୍ ବିରୋଧୀ କହି କଂଗ୍ରେସ ରାଜନୀତି କରିବା ଆରମ୍ଭ କରିଛି। ଏବେ ଏଭଳି ଅଭିଯୋଗକୁ କଂଗ୍ରେସ ଅଭ୍ୟାସରେ ପରିଣତ କରିଛି। ଆଜି ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ଯାହାର ଜବାବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସାମର ଗିରିଡିହରେ ନିର୍ବାଚନ ପ୍ରଚାର କରିବା […]

AMIT SAHA JHARKHAND RALLY

AMIT SAHA JHARKHAND RALLY

Subhransu Sekhar
  • Published: Saturday, 14 December 2019
  • Updated: 16 December 2019, 11:53 AM IST

Sports

Latest News

ଗିରିଡିହି: କଂଗ୍ରେସ ହିନ୍ଦୁ ମୁସଲିମଙ୍କୁ ନେଇ ରାଜନୀତି କରୁଛି। ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ମୁସଲିମ୍ ବିରୋଧୀ କହି କଂଗ୍ରେସ ରାଜନୀତି କରିବା ଆରମ୍ଭ କରିଛି। ଏବେ ଏଭଳି ଅଭିଯୋଗକୁ କଂଗ୍ରେସ ଅଭ୍ୟାସରେ ପରିଣତ କରିଛି। ଆଜି ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ଯାହାର ଜବାବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସାମର ଗିରିଡିହରେ ନିର୍ବାଚନ ପ୍ରଚାର କରିବା ଅବସରରେ ରାହୁଲ ଗାନ୍ଧି ଏବଂ କଂଗ୍ରେସ ବିରୋଧରେ ବର୍ଷିଛନ୍ତି।

ଶାହ କହିଛନ୍ତି, କଂଗ୍ରେସ ଦଳ ହିନ୍ଦୁ ମୁସଲିମ୍ ରାଜନୀତି, ନକ୍ସଲ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ମୋଦି ସରକାର ତିନି ତଲାକକୁ ଅସାମ୍ୱିଧାନିକ ବୋଲି ଘୋଷଣା କଲେ। ହେଲେ କଂଗ୍ରେସ ଏହାକୁ ମୁସଲିମ୍ ବିରୋଧୀ ବୋଲି କହିଲା। ସେହିପରି ନାଗରିକ ସଂଶୋଧନ ବିଧେୟକକୁ କଂଗ୍ରେସ ମୁସଲିମ୍ ବିରୋଧୀ ବୋଲି କହୁଛି। ଏଭଳି କହି ଉତ୍ତର ପୂର୍ବରେ କଂଗ୍ରେସ ହିଂସାକୁ ବଢ଼ାଉଛି। ନାଗରିକ ସଂଶୋଧନ ବିଧେୟକ ଆଇନରେ ପରିଣତ ହେବା ପରେ କଂଗ୍ରେସ ଏବେ ଅଡ଼ୁଆରେ ପଡ଼ିଛି।

କଂଗ୍ରେସ ଦଳ ଦୀର୍ଘ ବର୍ଷ ହେବ ହିନ୍ଦୁ-ମୁସଲମାନଙ୍କୁ ନେଇ ରାଜନୀତି, ନକ୍ସଲ ଓ ଆତଙ୍କବାଦକୁ ବଢ଼ାଇବା କାମ କରୁଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ତାଲା ପକାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଧାରା 370 ଉଚ୍ଛେଦ କଲେ। ହେଲେ ଏହାକୁ କଂଗ୍ରେସ କହୁଛି ଏହା ଭୋଟ ବ୍ୟାଙ୍କ ରାଜନୀତି ଏବଂ ମୁସଲିମ୍ ବିରୋଧୀ।

ଏବେ ନାଗରିକ ସଂଶୋଧନ ବିଧେୟକ ବିଲ୍ ଗୃହୀତ ହେବା ପରେ କଂଗ୍ରେସ ଏହାକୁ ମୁସଲିମ୍ ବିରୋଧୀ କହୁଛି। ହେଲେ ଏହା ମୁସଲିମ୍ ବିରୋଧୀ ନୁହେଁ ବୋଲି ଶାହ କହିଛନ୍ତି। କଂଗ୍ରେସ ଏବେ ସରକାରର ସମସ୍ତ ନିଷ୍ପତ୍ତିକୁ ମୁସଲିମ୍ ବିରୋଧୀ କହିବା ଅଭ୍ୟାସ ଆରମ୍ଭ କରିଛି। ତେଣୁ ନାଗରିକ ସଂଶୋଧନ ଆଇନକୁ କଂଗ୍ରେସ ମୁସଲିମ୍ ବିରୋଧୀ କହୁଛି ବୋଲି ଶାହ କହିଛନ୍ତି।

ଉତ୍ତର ପୂର୍ବରେ ଥିବା ସମସ୍ତ ରାଜ୍ୟବାସୀଙ୍କୁ ଆହ୍ୱାନ କରି ଶାହ କହିଛନ୍ତି, ସମସ୍ତଙ୍କ ଭାଷା, ସଂସ୍କୃତି, ସାମାଜିକ ମୂଲ୍ୟବୋଧ ଅକ୍ଷୁଣ୍ଣ ରହିବ। ସରକାର ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବେ। ରାମ ମନ୍ଦିର ନିର୍ମାଣ କରିବାରେ କଂଗ୍ରେସ ବିଳମ୍ୱ କଲା ହେଲେ ଏବେ ତାଙ୍କ ସରକାର ହିଁ ଅଯୋଧ୍ୟାରେ ରାମ ମନ୍ଦିର ତିଆରି କରି ଦେଖାଇବ ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story